ଗୃହକୁ ଫେରିଲା ଧାନ ତାତି, ଧାରଣୋର ବସିଲା କେଂଗ୍ରସ 

-ବେିଜଡି -ବେିଜପି ଭାଇ-ଭାଇ ପ୍ରମାଣିତ ହେଲା : ନରସିଂହ 
-ଆମକୁ ନବୀନ ପ୍ରତାରଣା କରିଛନ୍ତି, ଠକିଛନ୍ତି : ପ୍ରଦୀପ୍ତ 

ଭୁବେନଶ୍ୱର : କ୍ରମାଗତ ଭୋବ ଷଷ୍ଠ ଦିନ ପାଇଁ ବିଧାନସଭା ଅଚଳ ରହିବା ପେର ଶୁକ୍ରବାର ପ୍ରାରମ୍ଭେର ସ୍ୱାଭାବିକ ହୋଇଥିଲା । େହେଲ ହ..େ.ଗାଳ, ମୁଲତବୀ, କକ୍ଷତ୍ୟାଗ, ବାକ୍ୟ ବିନିମୟ ଓ ଉଷ୍ଣତା ଅବ୍ୟାହତ ରହିଛି । ମଣ୍ଡିରୁ ଧାନ କିଣା ପ୍ରସଙ୍ଗକୁ ନେଇ ଉଭୟ ବେିରାଧୀ କେଂଗ୍ରସ ଓ ବେିଜପି ସରକାରଙ୍କୁ ଘେରିବା ପରିବେର୍ତ୍ତ ନିଜ ନିଜ ମଧ୍ୟେର ତୀବ୍ର ବାକ୍ୟ ବିନିମୟ କରିଛନ୍ତି । ଏହାକୁ ନେଇ ଗୃହ ସରଗରମ ହୋଇଛି । ଯୋଗାଣ ମନ୍ତ୍ରୀଙ୍କ ଉତ୍ତରେର ଅସନ୍ତୁଷ୍ଟ ହୋଇ ବେିଜପି ସଭ୍ୟ କକ୍ଷତ୍ୟାଗ କରିଥିଲୋବେଳ କେଂଗ୍ରସ ସଭ୍ୟମୋନ ଗୃହ ମଝେିର ଧାରଣା ଦେଇଥେôଲ । ଫଳେର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ବାରମ୍ବାର ମୂଲତବୀ କରି ସବର୍ଦଳୀୟ ବୈଠକ ଡାକିଥେôଲ ।

     ଶୁକ୍ରବାର ପ୍ରଶ୍ନକାଳ ସ୍ୱଭାବିକ ଥିଲା । ଏହି ପ୍ରଶ୍ନକାଳ ଶେଷ ହେଉ ହେଉ ବାଚସ୍ପତି ଡ. ପାତ୍ରଙ୍କ ପୂର୍ବ ନେିଦର୍ଶ ମୁତାବକ ଗୃହେର ଧାନ କିଣା ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରେଣନ୍ଦ୍ର ପ୍ରତାପ ସ୍ୱାଇଁ ବିବୃତି ରଖିଥେôଲ । ଏହା ଉପେର ଅସେନ୍ତାଷ ପ୍ରକାଶ କରି ବେିଜପି ବିଧାୟକମୋନ କକ୍ଷ ତ୍ୟାଗ କରିଥେôଲ । କେଂଗ୍ରସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗତକାଲି ଗୁରୁବାର ବେିଜଡି ଓ ବେିଜପିର ହାଇଡ୍ରାମାକୁ ନେଇ କଟାକ୍ଷ କରିଥେôଲ । ଶ୍ରୀ ମିଶ୍ର କହିଥେôଲ, ବାହାଘର ବରଯାତ୍ରୀ ଭଳି ନବୀନ ନିବାସ ଅୋଡ ଯାଇଥେôଲ ବେିଜପି ବିଧାୟକ । କର୍ତ୍ତାଭଳି ମୁଖ୍ୟମନ୍ତ୍ରୀ ନବୀନ ପ…ନାୟକ ସେମାନଙ୍କୁ ପୋଛାଟି ନେଇଥେôଲ । ନବୀନ ନିବାସ ଗେଟ ସମ୍ମୁଖେର ଥିବା ଭଉଣୀମୋନ ଫୁଲ ଚନ୍ଦନ ଲଗାଇ , ହୁଳହୁଳି ଓ ଶଙ୍ଖନାଦ କରି ବେିଜପି ସଭ୍ୟଙ୍କୁ ସ୍ୱାଗତ କରିଥେôଲ । କିଛି ମନ୍ତ୍ରୀ ବି େଅପକ୍ଷା କରିଥେôଲ । ବେିଜଡି ବିଧାୟକମୋନ ବଡ଼ିଗାର୍ଡ ଭଳି ତାଙ୍କ ପେଛପେଛ ଯାଇଥେôଲ । ବେିଜଡି -ବେିଜପି ଭାଇ -ଭାଇ ବୋଲି ଅୋମ ଆଗରୁ ଯେଉଁ କହିଥଲୁ, ତାହା ଗୁରୁବାର ପ୍ରମାଣିତ ହୋଇଯାଇଛି ବୋଲି ନରସିଂହ କହିଥେôଲ । 
ଖାଦ୍ୟ ଯୋଗାଣ ମନ୍ତ୍ରୀ ବିବୃତେିର ଅସେନ୍ତାଷ ପ୍ରକାଶ କରି ନରସିଂହ କହିଥେôଲ, ଧାନ କିଣା ପ୍ରସଙ୍ଗେର ନବୀନ ବାବୁ ଆମକୁ ପ୍ରତାରଣା କରିଛନ୍ତି, ଆଉ ଠକିଛନ୍ତି । ଧାନ କିଣା ନେଇ ମନ୍ତ୍ରୀ ବିବୃତି ଦେବା ପେର ଏକଥା ସ୍ପଷ୍ଟ ହୋଇଛି । ଏହା ପେର ବାଚସ୍ପତି ଡ. ପାତ୍ର ତାଙ୍କୁ ବସିବାକୁ କହିବାରୁ ସେ କ୍ଷୁବ୍ଧ ହୋଇଥେôଲ କେଂଗ୍ରସ ବିଧାୟକ ଦଳ ନେତା । ଗୃହେର କହିବାକୁ ସେୁଯାଗ ନ ମିଳିବାରୁ ଶ୍ରୀ ମିଶ୍ର ଅନ୍ୟ ସଦସ୍ୟମୋନ ଗୃହର ମଧ୍ୟ ଭାଗେର ଧାରଣୋର ବସିଥେôଲ । ଏହା ପେର ବେିଜପି ସଦସ୍ୟ ମୋନ ଗୃହକୁ ଆସେିଲ ।

ବେିରାଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଗୃହେର ମନ୍ତ୍ରୀ ପ୍ରତାପ ଜେନାଙ୍କ ପାପ ଧୋଇବା ପ୍ରସଙ୍ଗକୁ ନେଇ କଡା ଭାଷୋର ନିନ୍ଦା କରିଥେôଲ । ସେ କହିଥେôଲ,  ଅୋମ କ’ଣ ପାପୀ । ସରକାରଙ୍କ ଜେଣ କ୍ୟାବେିନଟ ମନ୍ତ୍ରୀ ଆମକୁ ଏପରି ଅପମାନିତ କରେିବ । ମନ୍ତ୍ରୀଙ୍କ ବୟାନ ପେର ଅୋମ ନବୀନ ନିବାସ ଭିତରକୁ ଯିବାକୁ ଚାହୁଁ ନଥିଲୁ। ମାତ୍ର ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ଜଣାଇ ଯାଇଥିଲୁ । ତାପେର ବି ଆମକୁ ନବୀନ ବାବୁ ଠକିଛନ୍ତି ବୋଲି ଶ୍ରୀ ନାଏକ ପ୍ରକାଶ କରିଥେôଲ । ପେର ଉଭୟ ବେିଜପି ଓ କେଂଗ୍ରସ ବିଧାୟକମୋନ ପ୍ରବଳ ହ..େ.ଗାଳ କରିଥେôଲ । ପୁଣି ଥେର ବାଚସ୍ପତି ଶ୍ରୀ ପାତ୍ର ଡାକିଥେôଲ ସବର୍ଦଳୀୟ ବୈଠକ । ପ୍ରଥେମ ୧୦ ମିନିଟ ଓ ପେର ୧୫ ମିନିଟ ଓ ୧୫ ମିନିଟ ପାଇଁ ଗୃହ ମୁଲତବୀ ହୋଇଥିଲା ଓ ଏହା ପେର ଗୃହକୁ ୧୨.୪େ୯ର ଅପରାହ୍ନ ୪ଟା ଯାଏ ମୂଲତବୀ କରିଥେôଲ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *