ପାତାଳୀ ନଦୀରେ ବୁଡ଼ିଗଲେ ୨ ନାବାଳିକା

କୋରାପୁଟ : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ପାଡୁଆ ଥାନା ଗୋଲୁର୍ ପଞ୍ଚାୟତ ପୋଡ଼େଇସିଂ ଗ୍ରାମର ଦୁଇଜଣ ନାବାଳିକା ଆଜି ଅପରାହ୍ଣରେ ପାତାଳୀ ନଦୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି । ସୂଚନା ଅନୁଯାୟୀ, ପୋଡ଼େଇସିଂ ଗ୍ରାମର ଦଶନ୍ତ ଖୀଲଙ୍କ ଝିଅ ଅମିତା(୧୨) ଓ ଭକ୍ତରାମ ଖୀଲଙ୍କ ଝିଅ ଡାଲିମା(୧୩) ପାତାଳୀ ନଦୀକୁ ମାଛ ଧରିବାକୁ ଯାଇଥିବାବେଳେ ବୁଡ଼ି ଯାଇଥିଲେ । ଘଟଣା ପ୍ରଘଟ ହେବାପରେ ଗ୍ରାମବାସୀ ନଦୀକୁ ଯାଇ ଖୋଜାଖୋଜି କରି ଉଭୟଙ୍କୁ ଠାବ କରିଥିଲେ ମଧ୍ୟ ସେତେବେଳେକୁ ସେମାନଙ୍କ ମୃତ୍ୟୁ ହୋଇସାରିଥିଲା । ପାଡୁଆ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *