ଲଗାତର ବଢୁଛି ତେଲଦର : ଜାଣନ୍ତୁ ଆପଣଙ୍କ ସହରର ପେଟ୍ରୋଲ ଓ ଡିଜେଲ ଦାମ୍

ନୂଆଦିଲ୍ଲୀ  : ତୈଳଦରରେ ନିଆଁ । ଲଗାତର ଭାବେ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଅନେକ ସହରରେ ପେଟ୍ରୋଲ ଦର ୧୦୭ ଟଙ୍କା ଉପରେ ଥିବା ବେଳେ ଡିଜେଲ ୧୦୦ ଟଙ୍କା ନିକଟତର ହୋଇଛି । କୋଲକାତାରେ ପେଟ୍ରୋଲ ୩୦ ପଇସା ବୃଦ୍ଧି ପାଇ ୧୦୨ ଟଙ୍କା ୧୭ ପଇସା ଥିବା ବେଳେ ଡିଜେଲର ଦାମ୍ ରହିଛି ୯୨ ଟଙ୍କା ୯୭ ପଇସା । ସେହିପରି ଚେନ୍ନାଇରେ ପେଟ୍ରୋଲ ଦର ୨୧ ପଇସା ବୃଦ୍ଧି ପାଇ ୯୯ ଟଙ୍କା ୩୬ ପଇସା ଛୁଇଁଥିବା ବେଳେ ଡିଜେଲ ୨୮ ପଇସା ବୃଦ୍ଧି ପାଇ ୯୪ ଟଙ୍କା ୪୫ ପଇସାରେ ପହଁଚିଛି ।

କେଉଁ ସହରରେ କେତେ ତେଲ ଦର ?

ଭୋପାଳ

ପେଟ୍ରୋଲ-୧୧୦.୧୧ ଟଙ୍କା

ଡିଜେଲ- ୯୮.୭୭ ଟଙ୍କା

ହାଇଦ୍ରାବାଦ

ପେଟ୍ରୋଲ -୧୦୫.୭୪ ଟଙ୍କା

ଡିଜେଲ- ୯୮.୦୬ ଟଙ୍କା

ଗୌହାଟୀ

ପେଟ୍ରୋଲ- ୯୭.୫୨ ଟଙ୍କା

ଡିଜେଲ -୮୯ ଟଙ୍କା ୨୯ ଟଙ୍କା

ଭୁବନେଶ୍ୱର

ପେଟ୍ରୋଲ- ୧୦୨.୫୬ ଟଙ୍କା

ଡିଜେଲ- ୯୮.୦୫ ଟଙ୍କା

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *