ଓଡ଼ିଶା ହାଇକୋର୍ଟର ୪ ନୂଆ ବିଚାରପତି

ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ୪ ନୂଆ ବିଚାରପତି ନିଯୁକ୍ତ ହୋଇଛନ୍ତି । ବାର୍ ରୁ ୨ ଜଣ ଓ ୨ ଜଣ ଜୁଡ଼ିସିଆଲ ଅଫିସର୍ , ବିଚାରପତି ହେବେ । ଆଇନଜୀବୀ ଆଦିତ୍ୟ କୁମାର ମହାପାତ୍ର ବିଚାରପତି ହେବେ । ତାଙ୍କ ବ୍ୟତୀତ ଆଇନଜୀବୀ ମୃଗାଙ୍କ ଶେଖର ସାହୁ, ଜୁଡ଼ିସିଆଲ ଅଫିସର୍ ରାଧାକୃଷ୍ଣ ଓ ଶଶିକାନ୍ତ ମିଶ୍ର ବିଚାରପତି ହେବେ। ୪ ଜଣଙ୍କ ନାଁକୁ ସୁପ୍ରିମକୋର୍ଟ କଲେଜିୟମ୍ ରୁ ମଞ୍ଜୁରୀ ମିଳିସାରିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *