ପୋଲିସ ଓ ଫାୟାର ପାଇଁ ଗୋଟିଏ ନମ୍ବର ୧୧୨

ଭୁବନେଶ୍ୱର: ଗୋଟିଏ ନମ୍ବରରେ ମିଳିବ ସବୁ ସେବା । ନମ୍ବର ମନେ ରଖିବା ଚିନ୍ତାରୁ ମିଳିବ ମୁକ୍ତି । ୧୧୨ ଡାଏଲ୍ କଲେ ଗୋଟିଏ ନମ୍ବରରେ ପୋଲିସ ଓ ଅଗ୍ନିଶମ ସେବା ମିଳିବ । ଏଣିକି ଅଗ୍ନିଶମ ସେବା ପାଇଁ ୧୦୧ ପରିବର୍ତ୍ତେ ୧୧୨କୁ କଲ୍ କରି ଜରୁରୀକାଳୀନ ପରିସ୍ଥିତିରେ ଲୋକେ ସେବା ପାଇ ପାରିବେ । ବିଶେଷକରି ଏହାଦ୍ୱାରା ମହିଳା ଏବଂ ବୃଦ୍ଧ ଉପକୃତ ହେବ । ୧୧୨ ନମ୍ବର ଦ୍ୱାରା ଜରୁରୀ ସମୟରେ ଶୀଘ୍ର ସେବା ମିଳି ପାରିବ । ସେହିଭଳି ପୂର୍ବରୁ ପୋଲିସ ପାଇଁ ୧୦୦କୁ ଡାଏଲ୍ କରାଯାଉଥିବା ବେଳେ ୧୧୨ରେ ବି ପୋଲିସକୁ କଲ୍ କରି ହେବ । ୧୧୨ ନମ୍ବରଟି ସମ୍ପୂର୍ଣ୍ଣ ଦେୟମୁକ୍ତ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *