DRDO ତଥ୍ୟ ଲିକ୍ ଘଟଣା: ଆଉ ଜଣେ ଗିରଫ

ବାଲେଶ୍ୱର : ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ଘଟଣାରେ ଆଉ ଜଣେ ଗିରଫ ହୋଇଛି । ପୂର୍ବରୁ ୪ଜଣଙ୍କୁ ବାଲେଶ୍ୱର ପୋଲିସ୍ ଗିରଫ କରିଥିବା ବେଳେ ଏବେ ଆଉ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣକ ହେଲେ ସଚିନ୍ କୁମାର ଓରଫ ଛେତା । ସେ ଡିଆରଡିଓରେ ଜଣେ ଡ୍ରାଇଭର୍ ଭାବରେ କାମ କରୁଥିଲେ । ଏବେ ତଥ୍ୟ ଲିକ୍ ଘଟଣାରେ ଗିରଫଦାରୀ ସଂଖ୍ୟା ୫କୁ ବଢ଼ିଛି । ହେଲେ ଏହି ଘଟଣାରେ ଆହୁରି ଅନେକ ସଂଖ୍ୟାରେ ବ୍ୟକ୍ତି ସାମିଲ ରହିଥିବା ସନ୍ଦେହ କରାଯାଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *