ରାଜଧାନୀରେ ଆତତାୟୀର ଆତଙ୍କ ରାଜ୍

ଭୁବନେଶ୍ୱର  : ଭୁବନେଶ୍ୱର ତମାଣ୍ଡୋ ଥାନା ନିକଟରେ ଛୁରାମାଡ । ଏଥିରେ ବାଲିଆପଡାର ଭରତ ସାହୁ ନାମକ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଆହତଙ୍କ ଠାରୁ ଦୁର୍ବୃତ୍ତ ମାନେ ମୋବାଇଲ ଓ ଟଙ୍କା ଛଡାଇନେଇଥିବା ଜଣାପଡିିଛି । ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଛି । ଅଭିଯୁକ୍ତର ଗିରଫ ଦାବିରେ ତମାଣ୍ଡୋ ଥାନା ଆଗରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *