ଜିଏସ୍‌ଟି ବିଲ ନଥିବାରୁ ଫାଇନ ଗଣିଲେ ଗୁଟୁଖା ବ୍ୟବସାୟୀ

କାରେୁକାଣ୍ଡା : ମାଲକାନଗିରି ଜିଲ୍ଲା ବାଲେିମଳା ଏନଏସି ସଦର ସ୍ଥିତ ବସ ଷ୍ଟାଣ୍ଡ ଠୋର ଆଜି ଜୟପୁର ବାଣିଜ୍ୟକାର ଏବଂ ଦ୍ରବ୍ୟ ସେବକର ପ୍ରବତ୍ତର୍ନ ଏକକ ସଂସ୍ଥା ପକ୍ଷରୁ ଜିଏସଟି ବିଲ ନଥିବା ବେଆଇନ ଗୁଟୁଖା ଜବତ କରାଯାଇଛି । େତେବ ୧୦ ପ୍ୟୋକଟ ଗୁଟୁଖା ବସ୍ତା ରହିଥିବା େବେଳ ସେଥିରୁ ମାତ୍ର ୫ ଟି ଗୁଟୁଖା ବସ୍ତାର ଜିଏସ୍‌ଟି ବିଲ ରହିଥିଲା । ତେଣୁ ଗୁଟୁଖା ବ୍ୟବସାୟୀ ଟି. ମୁରଲୀଧର ପାତ୍ରଙ୍କ ଏହି ଗୁଟୁଖା ମାତ୍ର ୧୫.୦୦୦ ଟଙ୍କା ହୋଇଥିବା ବେଳ ସେ ଜିଏସ୍‌ଟି ବାବଦକୁ ୫୬.୪୦୦ ଟଙ୍କା ଫାଇନ ଗଣିଥେôଲ ।

ଚଢ଼ଉ ସମୟେର ଜୟପୁର ବିଭାଗର ସିଟି ଏବଂ ଜିଏସ୍‌ଟି ଡେପୁଟି କମିଶନର ପ୍ରାଣ ଶଙ୍କର ଦେବତା, ଆସିଷ୍ଟାଣ୍ଟ ଜିଏସ୍‌ଟି ଅଫିସର ନିରଞ୍ଜନ େବେହରା ଏବଂ ମାନସ ରଞ୍ଜନ ସେଠୀ ଉପସ୍ଥିତ ଥେôଲ । େତେବ ସବେୁବେଳ ବାଲେିମଳାର ବ୍ୟବସାୟୀମୋନ ଏପରି ଜିଏସ୍‌ଟି ବିଲ ନ ଦେଇ ଠକି ବସ୍ତା ବସ୍ତା ଗୁଟୁଖା ବ୍ରହ୍ମପୁରରୁ ବାଲେିମଳା ପ୍ରତିଦିନ ବସ୍ ଯେୋଗ ପରିବହନ କରୁଛନ୍ତି । ସବୁ ଜାଣିଶୁଣି କିନ୍ତୁ ସିଟି ଏବଂ ଜିଏସ୍‌ଟି ବିଭାଗ ନୀରବ ରହିଛି । ବେଆଇନ ଭୋବ ଗୁଟୁଖା ପରିବହନ ହେଉଥେôଲ ମଧ୍ୟ ପୋଲିସ ପ୍ରଶାସନ ନୀରବ ରହିଛି । ତେଣୁ ଆଗାମୀ ଦିନେର େଏନଇ ଉଚିତ ପଦେକ୍ଷପ ନେବାକୁ ବିଭିନ୍ନ ମହଲେର ଦାବି ହେଉଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *