ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ମାଡ ମାରିବା ପଡିଲା ମହଙ୍ଗା, ନିଲମ୍ବିତ ହେଲେ ୬ ପୋଲିସ କର୍ମଚାରୀ

କେନ୍ଦ୍ରାପଡା:  ମହାକାଳପଡାରେ ହେଲମଟ ଯାଞ୍ଚ ବେଳେ ମାଡମରା ଘଟଣା । ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ମାଡ ମାରିଥିବା ଅଭିଯୋଗରେ ୬ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଏହି ଘଟଣାରେ ଜଣେ ହାବିଲଦାର, ଦୁଇ ଜଣ ମହିଳା କନେଷ୍ଟବଳଙ୍କ ସମେତ ୬ଜଣ ପୋଲିସ କର୍ମଚାରୀ ସଂଶ୍ଳିଷ୍ଟ ରହିଥିଲେ  । ଏନେଇ କେନ୍ଦ୍ରାପଡା ଏସ୍‌ସପି ସମ୍ବିତ ସମ୍ପଦ ସମସ୍ତଙ୍କୁ ନିଲମ୍ବିତ କରିଥିବା ସୂଚନା ଦେଇଛନ୍ତି  ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *