ରୋଷେଇ ବେଳେ ଫାଟିଗଲା ଗ୍ୟାସ ଟାଙ୍କି, ମହିଳା ଜୀବନ୍ତ ଦଗ୍ଧ

ଭୁବନେଶ୍ୱର : ରୋଷେଇ କରୁଥିବା ବେଳେ ହଠାତ୍ ଫାଟିଗଲା ଗ୍ୟାସ ଟାଙ୍କି, ଯେଉଁଥିରେ ଜୀବନ୍ତ ଦଗ୍ଧ ହୋଇଗଲେ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ନୟାଗଡ଼ ଥାନା ବିରିଡିହି ଗାଁରେ ଘଟିଯାଇଛି । ମୃତକ ଜଣକ ସେହି ଗାଁର ହରପ୍ରିୟା ଜେନା । ହରପ୍ରିୟାଙ୍କୁ ନିଆଁରୁ ଉଦ୍ଧାର କରିବାକୁ ଯାଇ ସ୍ୱାମୀ ସିଲୁ ଜେନା ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ନିଆଁ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିବା ସିଲୁଙ୍କୁ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *