ସୁଧାକର ନନ୍ଦଙ୍କୁ ସଙ୍ଗୀତ ଓ ନାଟକ ଏକାଡେମୀ ସମ୍ମାନ

ଭୁବନେଶ୍ୱର : ଘୋଷଣା ହୋଇଛି ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର। ଭଦ୍ରକର ବିଶିଷ୍ଟ ରାଜନୀତିଜ୍ଞ,ସାହିତ୍ୟିକ ତଥା ଯଶସ୍ୱୀ ନାଟ୍ୟକାର ଶ୍ରୀ ସୁଧାକର ନନ୍ଦ ପାଇବେ ୨୦୧୯ ମସିହାର ଓଡିଶା ସଙ୍ଗୀତ ନାଟକ ଏକାଡ଼େମୀ ସମ୍ମାନ। ଉଭୟ ରାଜନୀତି ଓ ସାହିତ୍ୟରେ ଶ୍ରୀ ନନ୍ଦଙ୍କର ସାରା ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ରହିଛି।ତାଙ୍କ ରଚିତ ବହୁ ନାଟକ ଅଲ୍ ଇଣ୍ଡିଆ ରେଡିଓ ପକ୍ଷରୁ ପ୍ରସାରିତ ହୋଇ ଲୋକପ୍ରିୟତା ହାସଲ କରିଛି। ଏକାଡେମୀ ପୁରସ୍କାର ହାସଲ କରିଥିବା ଶ୍ରୀ ନନ୍ଦଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଉଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *