ପଶ୍ଚିମ ହାଇତିରେ ୭.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଶନିବାର ୱେଷ୍ଟର୍ଣ୍ଣ ହାଇତିରେ ୭.୦ ତିବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ପେଟିଟି ଟ୍ରୋଉ ଡେ ନିପ୍ସ ଠାରୁ ୮ କିମି ଦୂରରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଛି । ଯାହାର ଗଭୀରତା ୧୦ କିମି ପର୍ଯ୍ୟନ୍ତ ରହିଛି । ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର(ଇଏମଏସସି) ମଧ୍ୟ ଏହି ଭୂମିକମ୍ପ ବିଷୟରେ ସୂଚନା ଦେଇଛି । ତେବେ ସୁନାମୀର ନେଇ କୌଣସି ଚେତାବନୀ ଦେଇନାହିଁ ଆମେରିକାର ସୁନାମୀ ୱାର୍ଣ୍ଣିଂ ସିଷ୍ଟମ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *