ପର ପୁରୁଷ ସହ ସମ୍ପର୍କ ରଖି ନିର୍ଯ୍ୟାତନା ଦେଉଛି ନିଜ ମା’
ଭୁବନେଶ୍ବର : ନିଜ ମା ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପୁଅଓ ଝିଅ। ନିଜ ମା ଖରାପ କାମରେ ଲଗାଇବାକୁ ବାଧ୍ୟ କରିବା ସହ ଶରୀରିକ ନିର୍ଯ୍ୟାତନା ଦେଉଥିବା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ଥାନାରେ ଏତଲା ଦେଇଛନ୍ତି। ବାପା ମନୋଜ ପଟ୍ଟନାୟକ ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ଗିରଫ ହୋଇ ୮ ବର୍ଷ ହେବ ଜେଲରେ ଅଛନ୍ତି। ମା ପରପୁ ରୁଷଙ୍କସହ ସଂପର୍କରେ ଥିବା ଅଭିଯୋଗ କରିଛନ୍ତି ପୁଅଓ ଝିଅ। ପିଲାମାନେ ଅଭିଯୋଗକଲେ ମା’ ମାଡ ମାରୁଛନ୍ତି। ଏନେଇ ଥାନାରେ ଅଭିଯୋଗ କରିବା ସହ ନ୍ୟାୟ ମିଳିବ ବୋଲି ଆଶା କରିଛନ୍ତି ତାଙ୍କ ଆଇନଜୀବୀ ପୁଷ୍ପଲତା କର।