ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ବାଦଶ ରେଜଲ୍ଟ , ୯୯.୩୭ ପ୍ରତିଶତ ରହିଛି ପାସ୍‌ ହାର

ଭୁବନେଶ୍ୱର: ସିବିଏସ୍‌ଇ ଦ୍ବାଦଶ ରେଜଲ୍ଟ ପ୍ରକାଶିତ । ପାସ୍‌ ହାର ରହିଛି ୯୯.୩୭ ପ୍ରତିଶତ । ସିବିଏସଇ ୨୦୨୧ ଦ୍ୱାଦଶ ଶ୍ରେଣୀ ବୋର୍ଡରେ ୧୬ ଲକ୍ଷରୁ ଅଧିକ ଛାତ୍ର ଛାତ୍ରୀ ପଞ୍ଜୀକରଣ କରିଥିଲେ । ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍‌ ହାର ଅଧିକ ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *