ମନରେଗା କର୍ମୀଙ୍କୁ ଜୀଅନ୍ତା ଜାଳିଦେଲେ ସରପଞ୍ଚ

ହାଇଦ୍ରାବାଦ: ମନରେଗା କାମର ବିଲକୁ ନେଇ ଜଣେ ମନରେଗା ଅଧିକାରୀଙ୍କୁ ଜୀଅନ୍ତା ଜାଳି ଦେଇଛନ୍ତି ସରପଞ୍ଚ । ଏଭଳି ଲୋମହର୍ଷଣକାରୀ ଘଟଣା ତେଲେଙ୍ଗାନାରେ ଦେଖିବାକୁ ମିଳିଛି । ବି ରାଜୁ ନାମକ ଜନୈକ ମନରେଗା ଅଧିକାରୀଙ୍କୁ ମଙ୍ଗଳବାର ଜୀଅନ୍ତା ଜାଳି ଦେବାକୁ ଚେଷ୍ଟା କରିଥିଲେ । ରାଜୁଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତିର୍ କରାଯାଇଛି । ସାନ୍ଭିଲ ଗ୍ରାମର ଖୁବିର ମଣ୍ଡଳ ସରପଞ୍ଚ ଏଲ ସାଇନାଥ ତାଙ୍କୁ ପୋଡି ମାରିବାକୁ ଚେଷ୍ଟା କରିଥିବା ନେଇ ରାଜୁ ବୟାନ ଦେଇଛନ୍ତି । ମନରେଗା ବିଲକୁ ନେଇ ସାଇନାଥ ଓ ରାଜୁଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ଏକ ରାସ୍ତା ପ୍ରକଳ୍ପର ବିଲ୍ ପ୍ରଦାନ କରିବା ନେଇ ସାଇନାଥ ଦାବି କରୁଥିବା ବେଳେ ରାଜୁ ଏହାକୁ ଏଡାଇ ଚାଲିଥିବା ତଦନ୍ତକାରୀ ଅଫିସର କହିଛନ୍ତି । ମଙ୍ଗଳବାର ଉତକ୍ଷିପ୍ତ

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *