ପୁଣିଥରେ ଘୁଞ୍ଚିଲା OJEE ଆବେଦନ; ଜାଣନ୍ତୁ କେବେ ରହିଛି ଶେଷତାରିଖ

ଭୁବନେଶ୍ୱର  : ଓଜେଇଇ ୨୦୨୧ ପାଇଁ ପୁଣି ଥରେ ଫର୍ମ ପୂରଣ ଅବଧି ବଢିଛି । ବିଟେକ୍ ବ୍ୟତିତ ଅନ୍ୟ ସମସ୍ତ ପାଠ୍ୟକ୍ରମ ପାଇଁ ଅନଲାଇନ ଆବେଦନର ତାରିଖ ଘୋଷଣା କରାଯାଇଛି । ଅନଲାଇନ ଆବେଦନ ପାଇଁ ଶେଷ ତାରିଖ ଜୁଲାଇ ୨୬କୁ ବଢାଇ ଦିଆଯାଇଛି । ଏହା ସହିତ ଦେୟ ପ୍ରଦାନର ଅନ୍ତିମ ତାରିଖକୁ ଜୁଲାଇ ୨୮ ତାରିଖ ଯାଏଁ ବୃଦ୍ଧି କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *