ରାଜ୍ୟରେ ବଢ଼ୁଛି ବାଘଛାଲ ବେପାର, ପୁଣି ଜବତ ହେଲା ୪ ବାଘଛାଲ

କଳାହାଣ୍ଡି: କଳାହାଣ୍ଡିରୁ ୪ ବାଘଛାଲ ଜବତ । ୪ ଅଭିଯୁକ୍ତଙ୍କୁ ଗିରଫ କଲା ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ଟିମ୍ । ଜାଲ ବିଛାଇ ଦକ୍ଷିଣ ବନଖଣ୍ଡ ଶଗଡା ଅଂଚଳରୁ ୩ ଚିତାବାଘ ଛାଲ ସହ ଗୋଟିଏ ମହାବାଳ ବାଘ ଛାଲ ଜବତ କରିଛି । କ୍ରାଇମ୍ ବୋର୍ଡ଼ ଅଧିକାରୀ ବିପିନ ଚୌଧୁରୀଙ୍କ ନେତୃତ୍ୱରେ ଗରିଆବନ୍ଧ, ନୁଆପଡା ଓ କଳାହାଣ୍ଡିର ବନ ଅଧିକାରୀ ସାମିଲ୍ ଅଛନ୍ତି । ଟିମ୍ ବେପାରୀ ପରିଚୟ ଦେଇ ରାଜ୍ୟ ବନ୍ୟଜନ୍ତୁ ସାମଗ୍ରୀ ଚୋରା ଚାଲାଣକାରୀ ଦଳର ପର୍ଦ୍ଦାଫାଶ କରିଛି । ଏହି ରାକେଟ୍ ଓଡ଼ିଶା, ଛତିଶଗଡ, ପଶ୍ଚିମବଙ୍ଗରେ ସକ୍ରିୟ ରହିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *