ବିମାନବନ୍ଦରର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ପ୍ରଭାତ

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରର ନୂଆ ନିର୍ଦ୍ଦେଶକ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ପ୍ରଭାତ ରଞ୍ଜନ ବେଉରିଆ । ଦାୟିତ୍ୱ ନେବା ପରେ ପ୍ରଭାତ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବାକି ଥିବା ବିକାଶମୂଳକ ଓ ନବୀକରଣ କାମ ତ୍ୱରାନ୍ୱିତ କରାଯିବ । ଅନ୍ତର୍ଜାତୀୟ ବିମାନ ସେବା ବୃଦ୍ଧି ପାଇଁ ଆଲୋଚନା ଚାଲିଛି । ଅଧିକ ବିମାନବନ୍ଦର ହେଲେ ଅର୍ଥନୀତି ଓ ପର୍ଯ୍ୟଟନ ବିକାଶ ହେବ ବୋଲି ପ୍ରଭାତ କହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *