ବୈତରଣୀ ନଦୀ ଉପରେ ହେବ ବ୍ୟାରେଜ୍ : ମୁଖ୍ୟମନ୍ତ୍ରୀ

ଯାଜପୁର: ଯାଜପୁର ଜିଲ୍ଲା ବୈତରଣୀ ନଦୀ ଉପରେ ହେବ ବ୍ୟାରେଜ୍ । ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି ଯାଜପୁର ଜିଲ୍ଲାବାସୀ । ଜିଲ୍ଲା ସମ୍ମିଳନୀ କକ୍ଷରେ ଭିଡିଓ କନଫେରିସିଂ ମାଧ୍ୟମରେ ବିଜେଡି ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଯାଜପୁର ପୋର୍ରାଞ୍ଚଳର ପୂର୍ବତନ ପୌରଧକ୍ଷ ଭାବପ୍ରସାଦ ଦାସ, ବିଡିଓ ସୌରଭ ଚକ୍ରବର୍ତୀ ପ୍ରମୁଖ ଉପସ୍ଥିତ ରହି ଧନ୍ୟବାଦ ଜ୍ଞାପନ କରିଛନ୍ତି । ବୈତରଣୀ ନଦୀ ଉପରେ ଏହି ବ୍ୟାରେଜ ୧୧୮ କୋଟି ଟଙ୍କା ବ୍ୟୟ ନିର୍ମାଣ ହେବ । ଏହି ପ୍ରକଳ୍ପ ଦ୍ଵାରା ଚାଷ ପାଇଁ ଜଳ ସଙ୍କଟ ଦୂର ହେବା ସହ ଜଳ ସଂରକ୍ଷଣ , ବୃହତ ଉଠା ଜଳସେଚନକୁ ଜଳଯୋଗାଣ ସୁଦୃଢୀକରଣ , ପାନୀୟ ଜଳ ଯୋଗାଣ ଆଦି ହୋଇପାରିବ । ଜିଲ୍ଲାର ପ୍ରାୟ ୧୮ଟି ପଞ୍ଚାୟତର ଲୋକେ ଏଥିରେ ଉପକୃତ ହେବେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *