ଦୁର୍ଘଟଣା ପରେ ପୋଲିସ୍‌କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଉତ୍ୟକ୍ତ ଲୋକେ

ଜୟପୁର: ପୋଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଉତ୍ତ୍ୟକ୍ତ ଲୋକ। କୋରାପୁଟ ଜିଲ୍ଲା କାକିରିଗୁମ୍ମା ଥାନା ଓଆଏସି ଓ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଲୋକ ଗୋଡ଼ାଇ ଗୋଡ଼ାଇ ପିଟିଲେ। ପରିବାର ଏବଂ ସ୍ଥାନୀୟ ଲୋକଙ୍କର ଆକ୍ରୋସର ଶିକାର ହେଲେ ପୋଲିସ୍‌। ସୂଚନା ଅନୁଯାୟି, ଗତକାଲି ଏକ ଟିପ୍ପର ଓ ବାଇକ ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ବାଇକ ଆରୋହୀ ଜଣେ ୨୨ ବର୍ଷୀୟ ଯୁବକ ପ୍ରାଣ ହରାଇଥିଲେ। ଏହି ଘଟଣାକୁ ନେଇ ଦୁର୍ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ପରିବାର ଲୋକ ଓ ଗ୍ରାମବାସୀ ମିଶି ପୋଲିସକୁ ଆକ୍ରମଣ କରିଥିଲେ। ଏହି ଭିଡିଓଟି ଏବେ ଭାଇରଲ ହେବାରେ ଲାଗିଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *