ବଢିଲା ବସ୍ ଭଡା; ଜାଣନ୍ତୁ କେତେ

ଭୁବନେଶ୍ୱର : କରୋନା ଲକଡାଉନକୁ ଆଂଶିକ କୋହଳ କରାଯିବା ସହିତ ୨୦ଟି ଜିଲ୍ଲାରେ ଆରମ୍ଭ ହୋଇଛି ବସ୍ ସେବା । ବସ ସେବା ଆରମ୍ଭ ହେବା ସହିତ ସ୍ୱୟଂକ୍ରିୟ ଭାବରେ ବସ୍ ଭଡା ବଢିଯାଇଛି । ବର୍ଦ୍ଧିତ ବସ ଭଡା ଅନୁଯାୟୀ ସାଧାରଣ ଓ ଏକ୍ସପ୍ରେସ୍ ବସସେବା ୪ ପଇସା ମହଙ୍ଗା ହୋଇଛି । ଡିଲକ୍ସ ଓ ଏସି ଡିଲକ୍ସ ବସର ଭଡା ୮ ପଇସା ବଢିଥିବା ବେଳେ ସୁପର ପ୍ରିମିୟମ୍ ବସ୍ ଭଡା ୧୨ ପଇସା ବଢିଛି । ଏହି ବସ୍ ଭଡା ବୃଦ୍ଧି ଶୁକ୍ରବାର ଠାରୁ କରାଯାଇଥିବା ଘୋଷଣା କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *