ଜୁନ୍ ୨୮ରୁ ଖୋଲିବ ଏମ୍ସ ଓପିଡି: ଟେଲି ମେଡିସିନ୍ ବ୍ୟବସ୍ଥା ମଧ୍ୟ ଜାରି ରହିବ

ଭୁବନେଶ୍ୱର: ଆସନ୍ତା ଜୁନ୍ ୨୮ ତାରିଖରୁ ରୋଗୀଙ୍କ ପାଇଁ ଖୋଲିବ ଭୁବନେଶ୍ୱର ଏମ୍ସର ଓପିଡ଼ି । କରୋନା ପାଇଁ ଏପ୍ରିଲ ୨୪ ତାରିଖରୁ ଏମ୍‌ସ ଓପିଡ଼ି ବନ୍ଦ ରହିଥିଲା । ଏବେ ଯଦିଓ ସବୁ ବିଭାଗର ଆଉଟଡୋର୍ ରୋଗୀ ଚିକିତ୍ସା ଖୋଲିବ, ହେଲେ ଅଳ୍ପ ସଂଖ୍ୟକ ରୋଗୀଙ୍କୁ କରୋନା କଟକଣା ମଧ୍ୟରେ ଚିକିତ୍ସା କରାଯିବ ବୋଲି ଏମ୍ସ ଅଧୀକ୍ଷକ ଡାକ୍ତର ସଚିଦାନନ୍ଦ ମହାନ୍ତି ଜଣାଇଛନ୍ତି । ଧିରେ ଧିରେ ନିୟମିତ ଭାବେ ସବୁ ବିଭାଗରେ ଯେତେ ରୋଗୀ ଚିକିତ୍ସା ପାଇଁ ଆସିବେ, ସେମାନଙ୍କୁ ଆଟେଣ୍ଡ କରାଯିବ । ହେଲେ ଓପିଡ଼ି ସହିତ ଟେଲି ମେଡ଼ିସନ୍ ବ୍ୟବସ୍ଥା ପୂର୍ବ ପରି ଜାରି ରହିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *