ଓଡ଼ିଶାରୁ ଆଜି ୫ ହଜାର ୫୭୯ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର  : ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୫ ହଜାର ୫୭୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୮ ଲକ୍ଷ ୧୭ ହଜାର ୩୫୯ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୯୫ ଜଣ ସୁସ୍ଥ ହୋଇଥିବା ବେଳେ ଯାଜପୁରରୁ ୫୬୩, କଟକରୁ ୪୫୪, ବାଲେଶ୍ୱରରୁ ୩୩୧, ସୁନ୍ଦରଗଡରୁ ୨୭୨, ନବରଙ୍ଗପୁରରୁ ୨୬୨, ବୌଦ୍ଧରୁ ୨୬୦, ମୟୂରଭଞ୍ଜରୁ ୨୫୨, ଜଗତସିଂହପୁରରୁ ୨୪୦, ପୁରୀରୁ ୨୩୯, ଭଦ୍ରକରୁ ୨୨୩, କେନ୍ଦ୍ରାପଡାରୁ ୨୧୮, କେନ୍ଦୁଝରରୁ ୧୮୭, ବରଗଡରୁ ୧୬୧, ଅନୁଗୁଳରୁ ୧୫୩, ଢେଙ୍କାନାଳରୁ ୧୩୬, କୋରାପୁଟରୁ ୧୩୧, ରାୟଗଡାରୁ ୧୦୦, ସମ୍ବଲପୁରରୁ ୯୧, କନ୍ଧମାଳରୁ ୮୭, ବଲାଙ୍ଗିରରୁ ୭୭, କଳାହାଣ୍ଡିରୁ ୭୬, ମାଲକାନଗିରିରୁ ୭୩, ନୟାଗଡରୁ ୭୦, ସୋନପୁରରୁ ୬୫, ଗଞ୍ଜାମରୁ ୪୦, ଝାରସୁଗୁଡାରୁ ୪୦, ଗଜପତିରୁ ୩୬, ଦେଓଗଡରୁ ୨୨, ନୂଆପଡାରୁ ୨୨, ଷ୍ଟେଟପୁଲରୁ ୧୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *