ସେବା ଫାଉଣ୍ଡେସନ ନିଆର ପ୍ରୟାସ
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ର ଅଗ୍ରଣୀ ସ୍ୱେଛାସେବୀ ସଂଗଠନ ସେବା ଫାଉଣ୍ଡେସନ ତରଫରୁ ଆଜି ଏକ ନିଆରା ପ୍ରୟାସ ଯାରି । ଅମ୍ଳଜାନ ଅଭାବ ଦୂର କରିବା ଦିନକୁ ଦିନ ଲୋପ ପାଇବାରେ ଲାଗିଛି । ଗଛ ସେବା ଫାଉଣ୍ଡେସନ କର୍ମକର୍ତା ଙ୍କ ତରଫରୁ କୁତ୍ରିମ ଜଙ୍ଗଲ ସୃଷ୍ଟି କରିବା ପାଇଁ ଆଜି ୫୦୦ ରୁ ଅଧିକ ଗଛ ଲିମ୍ବ, ବଣ ଚାଖୁଣ୍ଡା , ଆକାଶିଆ, ଆମ୍ବ, ଦେବଦାରୁ, ବର, ପ୍ରମୁଖ ଗଛ ଲଗାଇ ସମାଜକୁ ଏକ ନିଆରା ବାର୍ତ୍ତ ଦେଇଛନ୍ତି । ସେବା ଫାଉଣ୍ଡେସନ ସଭାପତି ରଶ୍ମି ରଞ୍ଜନ ପାତ୍ର ଙ୍କ ଅକ୍ଲାନ୍ତ ପରିଶ୍ରମ ଓ ସେବା ଫାଉଣ୍ଡେସନ କର୍ମକର୍ତା ଙ୍କ ସହଯୋଗ ପାଇଁ ଆଜି ଏହା ସମ୍ଭବ ହୋଇ ପାରିଛି ଆଜି ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପରିବେଶ ବିତ ବାବାଜୀ ସ୍ୱାଇଁ ପ୍ରଥେମେ ବୃକ୍ଷ ରୋପଣ କରିଥିଲେ , ସେବା ଫାଉଣ୍ଡେସନ ତରଫରୁ ଦେବ ପ୍ରସାଦ ବେହେରା, ଇଶ୍ୱର ବେହେରା, ସାଇ ସୋମନାଥ ବେହେରା, ରାଜ କିଶୋର ବେହେରା, ମୁନା ସେନାପତି, ମାନସ ମହାପାତ୍ର, ସାଜନ ପ୍ରଧାନ, ଅଶ୍ୱିନୀ ସ୍ୱାଇଁ, ପିଣ୍ଟୁ ଓଝା, ନୂତନ ବେହେରା, ପୃଥ୍ୱୀରାଜ ବାରିକ, ସମ୍ବିତ କୁମାର ପାଇଟାଳ, କାହ୍ନା, ବିଦେଶୀ, ପୁପୁନ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ମହତ କାର୍ଯ୍ୟ ପାଇଁ ରାହାଣ ର ବୁଦ୍ଧିଜୀବୀ ମହଲରେ ଏହାକୁ ଭୁରି ଭୁରି ପ୍ରଶଂସା କରିଥିବା ବେଳେ ଆଗାମୀ ଦିନରେ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ପାଇଁ ବାବାଜୀ ବେହେରା ଓ ଗ୍ରାମବାସୀ ପ୍ରତିଶୃତି ଦେଇଛନ୍ତି ।