ରାଜ୍ୟରେ କମୁଛି କରୋନା ସଂକ୍ରମଣ : ଆଉ ୭ହଜାର ୧୮୮ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଦିନକରେ ଆଉ ୭ହଜାର ୧୮୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୩୫ଜଣଙ୍କ ଜୀବନ ନେଇଛି କିଲର ଭାଇରସ୍ । ୨୪ ଘଣ୍ଟାରେ ୧୧ହଜାର ୯୫୪ସଂକ୍ରମିତ ସୁସ୍ଥ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୪ହଜାର ୨୬, ଲୋକାଲ କେସ୍ ୩ହଜାର ୧୬୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୧୩୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୬୯୦, ଅନୁଗୁଳ ୫୧୫, ପୁରୀରୁ ୪୫୭, ଯାଜପୁରରୁ ୪୦୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ଲକ୍ଷ୪୭ହଜାର ୧୪୩ ଥିବା ବେଳେ୍ ମୋଟ୍ ସୁସ୍ଥ ହେଲେଣି ୬ଲକ୍ଷ ୪୭ହଜାର ୧୩୩ ।

ଅନୁଗୁଳ ୫୧୫, ବାଲେଶ୍ୱର ୧୦୩, ବରଗଡ଼ ୨୭୧, ଭଦ୍ରକ ୮୯, ବଲାଙ୍ଗୀର ୯୩, କଟକ ୬୯୦, ଦେବଗଡ଼ ୬୧,ବୌଦ୍ଧ ୨୫୭, ଦେବଗଡ଼ ୬୧, ଢେଙ୍କାନାଳ ୨୫୫, ଗଜପତି ୧୦୬, ଗଞ୍ଜାମ ୧୬୩, ଜଗତସିଂହପୁର ୧୫୪, ଯାଜପୁର ୪୦୬, ଝାରସୁଗୁଡ଼ା ୧୧୪, କଳାହାଣ୍ଡି ୫୪, କଳାହାଣ୍ଡି ୧୭୭, କଳାହାଣ୍ଡି ୧୭୭, କେନ୍ଦ୍ରାପଡ଼ା ୭୫, କେନ୍ଦୁଝର ୫୭, ଖୋର୍ଦ୍ଧା ୧୧୩୪, କୋରାପୁଟ ୨୦୨, ମୟୂରଭଞ୍ଜ ୩୨୦, ନବରଙ୍ଗପୁର ୨୧୬, ନୟାଗଡ଼ା ୨୪୨, ମାଲକାନଗିରି ୯୨, ନୂଆପଡ଼ା ୬୨, ପୁରୀ ୪୫୭, ରାୟଗଡ଼ା ୧୬୫, ସମ୍ୱଲପୁର ୧୨୦, ସୋନପୁର ୧୨୯, ସୁନ୍ଦରଗଡ଼ ୧୭୨ ଓ ଷ୍ଟେଟ୍ ପୁଲ୍‌ରୁ ୨୩୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *