ଜିଲ୍ଲାରେ ବୋଟ ଚାଳକ ଓ ଖଲାସୀ ନିଯୁକ୍ତି ନିମନ୍ତେ ସାକ୍ଷାତକାର

କଟକ : ଜିଲ୍ଲାରେ ଅସ୍ଥାୟୀ ଭାବେ ୨୫ଟି ବୋଟ ଚାଳକ ଓ ୨୩ଟି ଖଲାସୀ ପଦବୀ ନିଯୁକ୍ତି ନିମନ୍ତେ ଆସନ୍ତା କାଲି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭା ଗୃହରେ ପୂର୍ବାହ୍ନ ୧୧ଟା ସମୟରେ ସେମାନଙ୍କ ସହିତ ଅନୁଷ୍ଠିତ ହେବ । ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବେଦନକାରୀମାନଙ୍କୁ କୋଭିଡ ନିୟମ ଅନୁପାଳନ କରି ଯୋଗ୍ୟତା ପ୍ରମାଣ ପତ୍ର ସହ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ହେବାକୁ ଅନୁରୋଧ କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *