ରାଜ୍ୟରେ ଆଉ ୧୦ ହଜାର ୬୦୧ ଜଣ କରୋନା ସଂକ୍ରମିତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୦୬୦୧ ଜଣ କରୋନା ସଂକ୍ରମିତ ସୁସ୍ଥ । ସେମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୩୮୫ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୯୨୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୫୫୬, ସୁନ୍ଦରଗଡ଼ ୫୧୫, ବାଲେଶ୍ୱରରୁ ୫୦୧, ସମ୍ୱଲପୁରରୁ ୪୯୩, ପୁରୀରୁ ୪୬୯, ମୟୂରଭଞ୍ଜରୁ ୪୬୪, ବଲାଙ୍ଗୀର ୪୫୯, ୩୯୭ ଝାରସୁଗୁଡ଼ା, ବରଗଡ଼ ୩୮୧, ଯାଜପୁରରୁ ୩୫୪, ନବରଙ୍ଗପୁରରୁ ୩୨୯, ନୟାଗଡ଼ରୁ ୨୮୭, କଳାହାଣ୍ଡିରୁ ୨୫୯, ଗଞ୍ଜାମ ୨୪୭, ୨୪୭ ନୂଆପଡ଼ା, ଜଗତସିଂହପୁର ୨୪୪, କେନ୍ଦୁଝର ୨୩୦, ଭଦ୍ରକ ୨୧୬, ଢେଙ୍କାନାଳ ୨୧୨, କୋରାପୁଟ ୧୫୮, ସୋନପୁର ୧୫୬, ବୌଦ୍ଧ ୧୫୨, କେନ୍ଦ୍ରାପଡ଼ାରୁ ୧୪୭ ଓ ରାୟଗଡ଼ାରୁ ୧୨୮ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *