ଝାରପଡ଼ା ସ୍ୱତନ୍ତ୍ର ଜେଲକୁ ବର୍ଷେ ପାଇଁ ଆଇଏସଓ ସାର୍ଟିଫିକେଟ୍

ଭୁବନେଶ୍ୱର: ଝାରପଡ଼ା ଜେଲକୁ ସଫଳତା । ରାଜ୍ୟର ପଥମ ଜେଲ୍ ଭାବେ ବିକ୍ୟୁସି ଆସେସମେଣ୍ଟ ପକ୍ଷରୁ ଝାରପଡ଼ା ସ୍ୱତନ୍ତ୍ର ଜେଲକୁ ଆଇଏସଓ ସାର୍ଟିଫିକେଟ୍ ମିଳିଛି । କ୍ୱାଲିଟି ମ୍ୟାନେଜମେଣ୍ଟ ପାଇଁ ଭୁବନେଶ୍ୱର ଝାରପଡ଼ା ସ୍ୱତନ୍ତ୍ର ଜେଲକୁ ISO 9001:2005 ସାର୍ଟିଫିକେଟ୍ ମିଳିଥିବା ଜେଲ୍ ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି । ଜେଲରେ ଦକ୍ଷତା ବିକାଶ, କଏଦୀଙ୍କ ମାନସିକ ଚାପ ଦୂର ପାଇଁ ପଦକ୍ଷେପ, କଏଦୀମାନଙ୍କର ବୃତ୍ତିଗତ ଦକ୍ଷତା ବୃଦ୍ଧି, ଜେଲରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍, ସ୍ୱଚ୍ଛତା ଓ ପରିଚ୍ଛନତା ଲାଗି ଝାରପଡ଼ା ଜେଲକୁ ଆଇଏସଓ ମାନ୍ୟତା ଏକ ବର୍ଷ ଲାଗି ମିଳିଛି । ୨୦୨୧ ଏପ୍ରିଲ୍ ୧୭ରୁ ୨୦୨୨ ମାର୍ଚ୍ଚ ୧୬ ଯାଏ ବୈଧ ରହିବ । ମାର୍ଚ୍ଚ ୧୭ ସୁଦ୍ଧା ସର୍ଭେଲାନ୍ସ  ଅଡିଟ୍ କରାଯିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *