ନିଆଳୀ କଂଗ୍ରେସ ତରଫରୁ ଏକତା ସମାବେଶ

ନିଆଳୀ କଂଗ୍ରେସ ତରଫରୁ ଏକତା ସମାବେଶ

ନିଆଳୀ -19.01.24 B.N.O.ନିଆଳୀ ରାଜନୀତି କୁ ଖୋରାକ ଯୋଗାଇଛି ନିଆଳୀ କଂଗ୍ରେସ .ଦଳ ପକ୍ଷରୁ ପଞ୍ଚାୟତରେ ସତ୍ୟପ୍ରଚାର ଉଦ୍ଦ୍ୟେଶ୍ୟରେ ନିଆଳୀ କଂଗ୍ରେସ ତରଫରୁ ଏକ ବିଶାଳ ପଦଯାତ୍ରା ପୁରୁଣା ବ୍ଲକ ଠାରୁ ଆରମ୍ଭ ହୋଇ ନୂଆଗାଁ ମଣ୍ଡପ ପର୍ଯ୍ୟନ୍ତ ପହଞ୍ଚି,ଏକ ସାଧାରଣ ସଭା ଅନୁଷ୍ଠିତ କରାଯାଇଥିଲା. ଏଥିରେ ନିଆଳୀ ନିର୍ବାଚନ ମଣ୍ଡଳୀ ର କଂଗ୍ରେସ କର୍ମୀଙ୍କ ମନରେ ଆନନ୍ଦ ଉତ୍ସାହ ଦେଖିବାକୁ ମିଳିଥିଲା . ଡ଼ କେଦାରନାଥ ସାହୁଙ୍କ ସଭାପତିତ୍ୱରେ ପୂର୍ବତନ ଅର୍ଥରାଷ୍ଟ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନନୁଗୋ ଯୋଗଦେଇ ଏକତା ଦିବସରେ ସମସ୍ତ କଂଗ୍ରେସ କର୍ମୀ ଏକତ୍ର ହୋଇ ନିଆଳୀର ବିକାଶ ପାଇଁ କାମ କରିବା ଦରକାର ବୋଲି ରବି ପଞ୍ଚୁ ଆହ୍ୱାନ କରିଥିଲେ.ସମସ୍ତ ଲୋକ କଂଗ୍ରେସ ରେ ସାମିଲୀ ହୋଇ ନିଆଳୀ ର ବିକାଶ ର ସାରଥି ହେବାପାଇଁ କହିଥିଲେ .ସେହିପରି ପୂର୍ବତନ ବିଧାୟକ ରବି ମଲ୍ଲିକ ନିଜର ଅଭିଭାଷଣରେ ନିଜର କର୍ମୀ ମାନଙ୍କୁ କାହା ଶରଣ ରେ ନୁହେଁ ଏଥର କଂଗ୍ରେସ ହିଁ ନିଆଳୀ ରେ ବିଧାୟକ ହେବ ଏବଂ ଆମର ସମସ୍ତଙ୍କର ଦୁଃଖ ର ବିନାଶ ହେବ ବୋଲି କହିଥିଲେ|ନିଆଳୀ କଂଗ୍ରେସ ର ଯୁବ ନେତା ତଥା ପ୍ରଦେଶ କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ଶଶିକାନ୍ତ ଲେଙ୍କା (ଆଲୋକ )ନିଜର ଅଭିଭାଷଣ ରେ ନିଆଳୀ କଂଗ୍ରେସ ଓଡିଶା ରାଜନୀତି ରେ ଏଥର ନୂଆ ଇତିହାସ ରଚନା କରିବ ବୋଲି ମତବ୍ୟକ୍ତ କରିଥିଲେ|

ବ୍ଲକ ସଭାପତି ସୌଭାଗ୍ୟ ରଞ୍ଜନ ବସ୍ତିଆ ନିମନ୍ତ୍ରିତ ଅତିଥି ଭାବେ କଣ୍ଟାପଡା ବ୍ଲକ ସଭାପତି ଭରତ ଚନ୍ଦ୍ର ବେହେରା, ବାରଙ୍ଗ ବ୍ଲକ ଉପସଭାପତି ସମେନ୍ଦ୍ର ହାତୀ ପ୍ରମୁଖ ଯୋଗ ଦେଇ ଏକ ସୁଦୃଢ ନିର୍ବାଚନ ମଣ୍ଡଳୀ ଗଠନ କରିବା ପାଇଁ ବିଶାଳ ଜନସମୁଦ୍ରକୁ ଆହ୍ୱାନ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଅମୀୟ ରଞ୍ଜନ ନାୟକ ଯୁବ କଂଗ୍ରେସ ସଭାପତି, ଛାତ୍ର କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ସ୍ୱାଇଁ, ଉପସଭାପତି ସୁଧାଂଶୁ କୁମାର ପରିଡା,ଦୁଃଶାସନ ସାହୁ, ଶୁଭ୍ରାଂଶୁ ଶେଖର ସେଠି, ଅନ୍ତର୍ଯ୍ୟାମୀ ମହାପାତ୍ର, ବେଣୁଧର ସ୍ୱାଇଁ, ଭବାନୀ ଶଙ୍କର ମଲ୍ଲିକ, ବାବୁ ସାହୁ, ବାପୁନି ସ୍ୱାଇଁ, ପ୍ରସନ୍ନ ପାତ୍ର, ଶ୍ରୀକାନ୍ତ ବିଶ୍ୱାଳ, ରାମଚନ୍ଦ୍ର ସାହୁ, ପ୍ରକାଶ ମହାପାତ୍ର, ପ୍ରଦୀପ୍ତ ସ୍ୱାଇଁ, ରେଣୁକା ସିଂହ, ବଟକୃଷ୍ଣ ମୁଖୀ, ବିଷ୍ଣୁ ଚରଣ ଡ଼ାଳୁଆ, ନାରାୟଣ ସାହୁ, ପିଣ୍ଟୁ ସ୍ୱାଇଁ, ଦୀପକ ଦାସ, ବାପି ଦାସ, ଦେବେନ୍ଦ୍ର ଦାସ, ରମେଶ ମୁଦୁଲି, ଶୁକଦେବ ପ୍ରଧାନ, ଗଗନ ଭୋଇ, ସେକ ରଉଟ, ମିର ଅଜିମ, ମଲ୍ଲିକ ବେଲାଲ, ନିର୍ମଳ ସିଂହ, ବିଷ୍ଣୁ ଚରଣ ସ୍ୱାଇଁ, ମୀନ କେତନ ସ୍ୱାଇଁ, ପ୍ରମୋଦ ଜେନା ରସାନନ୍ଦ ବେଉରା, ପ୍ରଭୁ ଚରଣ ନାୟକ, ସୁବାଷ ରାଉତ, କୁନା ପଟନାୟକ, ମିଟୁ ମଲ୍ଲିକ, ମହନ୍ତ ବାରିକ, ସଲିଳ ଚନ୍ଦ୍ର ସ୍ୱାଇଁ, ବାସୁଦେବ ସାହୁ, ରାଜ୍ୟ ଛାତ୍ର ସମ୍ପାଦକ, ଦୀପକ ବିଶ୍ୱାଳ, ଶିଶିର ରାଉତ, ଅମରେଶ୍ୱର ସ୍ୱାଇଁ ଇନ୍ଦ୍ରମଣି ଜେନା, ମଳୟ ଲେଙ୍କା, ରିଙ୍କୁ ବସ୍ତିଆ, ପଙ୍କଜ ବେହେରା, ସୋମ୍ୟ ରଞ୍ଜନ ଲେଙ୍କା, ସେକ ପାପନା, ସେକ ରହୁ ମଲ୍ଲିକ ଆଲାମ, ସେକ ବବୁଲ,ବାହାନ ପରିଡା, ରତିକାନ୍ତ ପାତ୍ର ପ୍ରଦୁମ୍ନ ଖଟେଇ, ବିଶ୍ୱରଂଜନ ଦାସ ପ୍ରମୁଖ ପରିଚାଳନା କରିଥିଲେ |

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *