ରାଜ୍ୟରୁ ଆଉ ୨୪୬ କରୋନା ଅକ୍ରାନ୍ତ ସୁସ୍ଥ
ଭୁବନେଶ୍ବର : ବୁଧବାର ରାଜ୍ୟରୁ ଆଉ ୨୪୬ ଜଣ କରୋନା ଅକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୬୬୨କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
5 from Sambalpur
4 from Jajapur
4 from Keonjhar
3 from Anugul
3 from Jharsuguda
3 from Kendrapara
2 from Jagatsinghpur
2 from Kandhamal
1 from Koraput
1 from Rayagada
1 from Sonepur
7 from State PoolThe total recovered cases of Odisha now stand at 338662
— H & FW Dept Odisha (@HFWOdisha) April 7, 2021
ଆଜି ନୂଆପଡା ସର୍ବାଧିକ ୭୪ ଜଣ, ଖୋର୍ଦ୍ଧାରୁ ୩୫, ବରଗଡ଼ରୁ ୨୨, କଟକରୁ ୧୫, ଗଞ୍ଜାମରୁ ୧୦, ବଲାଙ୍ଗୀର, ପୁରୀ ଓ ସୁନ୍ଦରଗଡ଼ରୁ ୯ ଜଣ ଲେଖାଁଏ, ବାଲେଶ୍ବର ଓ କଳାହାଣ୍ଡିରୁ ୮ ଜଣ ଲେଖାଁଏ, ନବରଙ୍ଗପୁରରୁ ୬ ଏବଂ ମୟୂରଭଞ୍ଜରୁ ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
Another 246 Covid patients have recovered and are being discharged on 07.04.2021
74 from Nuapada
35 from Khordha
22 from Bargarh
15 from Cuttack
10 from Ganjam
9 from Bolangir
9 from Puri
9 from Sundargarh
8 from Baleswar
8 from Kalahandi
6 from Nabarangpur
5 from Mayurbhanj— H & FW Dept Odisha (@HFWOdisha) April 7, 2021