ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ମୃତ୍ୟୁ ୬୯

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ଜନିତ ମୃତ୍ୟୁ ସଂଖ୍ୟା ଲଗାତାର ୬୦ ଅତିକ୍ରମ କରୁଥିବା ଦେଖିବାକୁ ମିଳୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ କଟକ ଓ ଜଗତସିଂହପୁରରୁ ୧୩ ଲେଖାଏଁ, ଢେଙ୍କାନାଳରୁ ୧୧, ଅନୁଗୁଳ ଓ କେନ୍ଦ୍ରାପଡାରୁ ୮ ଲେଖାଏଁ, ଯାଜପୁରରୁ ୫, ବାଲେଶ୍ୱର , ଭଦ୍ରକ,ଢ଼ୋର୍ଦ୍ଧାରୁ ୩ ଲେଖାଏଁ, ନବରଙ୍ଗପୁର, ନୟାଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ । ମୋଟ ମୃତ୍ୟୁ ସଂଖ୍ୟା ୭ ହଜାର ୩୫୮ରେ ପହଞ୍ଚିଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *