ବଜ୍ରାଘାତରେ ଚାଲିଗଲା ୩ ଜଣଙ୍କ ଜୀବନ

ସମ୍ବଲପୁର  : ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ । ସମ୍ବଲପୁର କୁଶାମୁରା ବଡମାଲ ଗାଁରେ ଜଣେ ମହିଳା ଓ ୨ଜଣ ପୁରୁଷଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ବିଲରୁ କାମ ସାରି ଫେରୁଥିବା ବେଳେ ବର୍ଷା ଯୋଗୁଁ ସମସ୍ତେ ଏକ ଜାମୁ ଗଛ ତଳେ ଆଶ୍ରୟ ନେଇଥି​‌ଲେ । କିନ୍ତୁ ସେଠାରେ ଜଗି ବସିଥିଲା ମୃତ୍ୟୁ । ଗଛ ତଳେ ଆଶ୍ରୟ ନେଇଥିବା ବେ​‌ଳେ ହଠାତ ବିଜୁଳି ମାରିଥିଲା । ଯାହାଫଲରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ଜୀବନ ଚାଲିଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *