ବଜ୍ରାଘାତରେ ୨ ମୃତ ଜଣେ ଆହତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବର୍ଡାକଟା ଗାଁରେ ବଜ୍ରାଘାତ, ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି । କେନ୍ଦୁ ପତ୍ର ଫଡିରେ ପତ୍ର ବାନ୍ଧୁଥିବାବେଳେ ହୋଇଛି ଅଘଟଣ । ମୃତକମାନେ ହେଲେ ବହଲପଦର ଗାଁର ତ୍ରିଲୋଚନ ପଧାନ(୩୦) ଓ ଭାଲୁଚୁଆଁ ଗାଁର ବାସନ୍ତି ମୁଣ୍ଡା((୩୬)।  ବିରମହାରାଜପୁର ଡାକ୍ତରଖାନାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ଆହତ ବ୍ୟକ୍ତି ସମାରୁ ମୁଣ୍ଡାକୁ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତାର କରାଯାଇଛି । ଆଜି ମଧ୍ୟାହ୍ନରେ ଖାଇ ସାରି ତଳେ ବସି ପତ୍ର ବାନ୍ଧୁଥିବା ବେଳେ ହଠାତ ବଜ୍ରାଘାତ ହୋଇଥିଲା । ତେବେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ମୃତକମାନଙ୍କ ଶବକୁ ଜବତ କରି ପୋସ୍ଟ ମୋଟର୍ମ ପାଇଁ ପଠାଇଦିଆଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *