୧୬ ତମ ” ମହାନଦୀ ପୂଜନ” ଓ ୧୦୮ ଆଳତୀ କାର୍ଯ୍ୟକ୍ରମ ।

୧୬ ତମ ” ମହାନଦୀ ପୂଜନ” ଓ ୧୦୮ ଆଳତୀ କାର୍ଯ୍ୟକ୍ରମ ।

କଟକ:28.10.23 (B.N.O.) କଟକ ମହାନଦୀ ପ୍ରତ୍ୟେକ ମାସ ପୂର୍ଣ୍ଣିମା ଭଳି, ଆଜି ପୂର୍ଣ୍ଣିମା ଅବସରରେ କଟକ ଗଡ଼ଗଡ଼ିଆ ଘାଟ ଠାରେ ମହାନଦୀ ପୂଜନ କମିଟି ତରଫରୁ ୧୬ ତମ ” ମହାନଦୀ ପୂଜନ” ଓ ୧୦୮ ଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଆଜି ଚନ୍ଦ୍ର ଗ୍ରହଣ ପାଇଁ ସନ୍ଧ୍ୟା ସମୟରେ ଆଳତୀ କାର୍ଯ୍ୟକ୍ରମ ନହୋଇ, ଶୁଭ ସମୟ ଅନୁଯାଇ ଦ୍ଵି ପ୍ରହର 3.30 ସମୟରେ ଆଳତୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କମିଟିର ସମସ୍ତ ସଦସ୍ୟ ଓ ଭକ୍ତମାନେ ଉପସ୍ଥିତ ରାହି ଆଳତୀ କରିଥିଲେ। ଘଣ୍ଟ ଘଣ୍ଟି ସହିତ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇ ଉଠିଥିଲା ଗଡ଼ଗଡ଼ିଆ ଘ।ଟ ।

REPORT BY BIJAY KUMAR PANDA(CTC)
Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *