ହସ୍ପିଟାଲ ପରିସର ପଲିଥିନ ମୁକ୍ତ କରିବା ପାଇଁ ଆଦର୍ଶ ପ୍ରୟାସ ପକ୍ଷରୁ ସ୍ୱଚ୍ଛତା ଓ ସଚେତନତା କାର୍ଯ୍ୟକ୍ରମ।

ହସ୍ପିଟାଲ ପରିସର ପଲିଥିନ ମୁକ୍ତ କରିବା ପାଇଁ ଆଦର୍ଶ ପ୍ରୟାସ ପକ୍ଷରୁ ସ୍ୱଚ୍ଛତା ଓ ସଚେତନତା କାର୍ଯ୍ୟକ୍ରମ।

REPORT BY DIPTIRANJAN DASH(PARADEEP)

ପାରାଦୀପ -18.10.23 (B.N.O.) ପାରାଦୀପ ଅଠରବାଙ୍କୀ ସ୍ଥିତ ବିଜୁ ମେମୋରିଆଲ୍ ହସ୍ପିଟାଲ ପରିସରକୁ ପଲିଥିନ ମୁକ୍ତ କରିବା ସହିତ ଏକ ସ୍ୱଚ୍ଛ ଓ ସୁସ୍ଥ ବାତାବରଣ ସୃଷ୍ଟି କରିବା ପାଇଁ ସ୍ୱେଚ୍ଛାସେବୀ ସଂଗଠନ ଆଦର୍ଶ ପ୍ରୟାସ ପକ୍ଷରୁ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ପୌରଦକ୍ଷା ଶ୍ରୀଯୁକ୍ତ ବସନ୍ତ ବିଶ୍ଵାଳ ଏବଂ ଉପାଧ୍ୟକ୍ଷା ଶ୍ରୀମତୀ ଛବିଲତା ରାଉତ ,ଡକ୍ଟର ବସନ୍ତ ରାଉତ,ଡକ୍ଟର ରୋନିତ ବିଶ୍ୱଜିତ୍ ଏବଂ ସୁଜିତ୍ ପ୍ରଧାନ ଉପସ୍ଥିତ ରହି ପଲିଥିନ ବ୍ୟବହାରର ଭୟଭୟତା ଏବଂ ବିଷାକ୍ତ ପ୍ରଭାବ ସମ୍ପର୍କରେ ବୈଜ୍ଞାନିକ ତଥ୍ୟଗତ ମତାମତ ରଖି ସଚେତନ କରିଥିଲେ।
ଏହି କାର୍ଯ୍ୟକ୍ରମ ସଂଗଠନ ର ସଦସ୍ୟ ଅମିୟ ପ୍ରସାଦ ଦାସ,ଭଞ୍ଜ କିଶୋର,ଦେବିପ୍ରସାଦ ସାହୁ,ନିହାର ରଞ୍ଜନ, ରାଜକିଶୋର କାଣ୍ଡି,ରାକେଶ ସ୍ୱାଇଁ,ଦେବକଲ୍ୟାଣ ମହାପାତ୍ର,କିଶୋର ମହାନ୍ତି,ବିଷ୍ଣୁ ଚରଣ ମୁଦୁଲି,ନରେନ୍ ବର୍ମନ୍,ସଚ୍ଚିକାନ୍ତ ,କବିନ୍ଦ୍ର ସେଠୀ, ଦୀପକ ସ୍ୱାଇଁ ,ଜଗଦୀଶ ମଣ୍ଡଳ,ଦେବବ୍ରତ ପତି, ମୀନକେତନ ଦାସ,ପ୍ରମୁଖ ଭାବରେ କାର୍ଯ୍ୟ କୁ ସମ୍ପାଦିତ କରିଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *