ସେବା ଗୌରବ ସମ୍ମାନ-୨୦୨୪ରେ ସମ୍ମାନୀତ ହେଲେ -ରାଜଶ୍ରୀ

ସେବା ଗୌରବ ସମ୍ମାନ-୨୦୨୪ରେ ସମ୍ମାନୀତ ହେଲେ -ରାଜଶ୍ରୀ

news by BNO

କଟକ/ନିଆଳୀ-(BNO Report by ଦ୍ୱିଜବର ମହାପାତ୍ର) ଟକ ଜିଲ୍ଲା ନିଆଳୀ ବ୍ଲକରେ କାର୍ଯ୍ୟରତ ମହିଳା ସ୍ୱାସ୍ଥ୍ୟକର୍ମୀ ଶ୍ରୀମତୀ ରାଜଶ୍ରୀ ଦଳାଇ ସ୍ୱେଛାସେବୀ ସଂଗଠନ “ସ୍ମାଇଲ ଟୁଡେ ସଂକଳ୍ପ ଅଭିଯାନ” ତଥା ସ୍ମାଇଲ ଫର ଟୁଡେ ଏବଂ ୧୦୮ ଆମ୍ବୁଲାନ୍ସ ସେବା ତରଫରୁ “”ସେବା ଗୌରବ ସମ୍ମାନ-୨୦୨୪”” ସମ୍ମାନରେ ସମ୍ମାନୀତ ହୋଇଛନ୍ତି.୧୦୮ ଆମ୍ବୁଲାନ୍ସ ସେବାର ଜୋନାଲ ହେଡ ଶ୍ରୀଯୁକ୍ତ ଜ୍ଞାନରଂଜନ ମହାପାତ୍ରଙ୍କ ଭିଡିଓ କନଫେରନ୍ସ ମାଧ୍ୟମରେ ,ସାମ୍ବାଦିକ ତଥା ଅନୁଷ୍ଠାନର ପ୍ରତିଷ୍ଠାତା ଦ୍ୱିଜବର ମହାପାତ୍ର,୧୦୮ ଆମ୍ବୁଲାନ୍ସ ସେବାର କ୍ଲଷ୍ଟର ଲିଡର ତଥା ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଅମିତ ରାୟଙ୍କ ଉପସ୍ଥିତିରେ ସମ୍ମାନୀତ ହୋଇଥିଲେ.ଶ୍ରୀମତୀ ଦଳାଇ ଅନୁଷ୍ଠାନର ସଭାପତି,ଉପଦେଷ୍ଟା ବାଙ୍ଗାଲୋରରେ ଥିବା ଶିକ୍ଷାବିତ ଶିଶିର କୁମାର ଦାସ,ସଂପାଦକ ଶ୍ରୀମତୀ ସଂଘମିତ୍ରା ସ୍ୱାଇଁ,ମୁଖ୍ୟ ସଂଯୋଜକ ଅଶୋକ ସ୍ୱାଇଁ,ସଂଯୋଜକ ଦିଲିପ କୁମାର ବେହେରାଙ୍କ ସମେତ ସମସ୍ତ ଉପଦେଷ୍ଟା ମଣ୍ଡଳୀ,ସଭ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି.

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *