ସାଭଲନ୍‌ର ପାଉଡର ହାଣ୍ଡ୍‌ୱାସ୍ ସୁଲଭ ମୂଲ୍ୟରେ -ମାତ୍ର ୧୦ ଟଙ୍କାରେ ୧୨୦ ଥର ହାତ ଧୋଇହେବ ଓ ପ୍ଲାଷ୍ଟିକ୍ ବ୍ୟବହାର ୯୧% ହ୍ରାସ ପାଇବ

ସାଭଲନ୍‌ର ପାଉଡର ହାଣ୍ଡ୍‌ୱାସ୍ ସୁଲଭ ମୂଲ୍ୟରେ -ମାତ୍ର ୧୦ ଟଙ୍କାରେ ୧୨୦ ଥର ହାତ ଧୋଇହେବ ଓ ପ୍ଲାଷ୍ଟିକ୍ ବ୍ୟବହାର ୯୧% ହ୍ରାସ ପାଇବ

ଭୁବନେଶ୍ୱର: ସ୍ୱଚ୍ଛତା ଅଭ୍ୟାସ ମଧ୍ୟରେ ଗତ ଦୁଇ ବର୍ଷରେ ହାତ ଧୁଆର ଗୁରୁତ୍ୱ ବହୁତ ବଢ଼ିଛି ଏବଂ ଜନ ସ୍ୱାସ୍ଥ୍ୟରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରତିଷ୍ଠା ହାସଲ କରିଛି । ମହାମାରୀର ପ୍ରଭାବ ହ୍ରାସ ପାଉଥିବା ବେଳେ ଦରଦାମ୍ ସ୍ଥିତି ଯୋଗୁଁ ସୁଲଭତା ଏକ ଚିନ୍ତାର କାରଣ ହୋଇଥିବାରୁ ଗ୍ରାହକମାନେ କେବଳ ପାଣିରେ ହାତ ଧୋଉଛନ୍ତି । ଦରଦାମ୍ ସ୍ଥିତି ବଢ଼ିଥିବା ସତ୍ୱେ ସ୍ୱଚ୍ଛତାରେ କୌଣସି ଅବହେଳା କରିବା ଅନୁଚିତ । ହାଣ୍ଡୱାସ କିଣିବା ଓ ଘରର ମାସିକ ବଜେଟ୍‌କୁ ନିୟନ୍ତ୍ରଣରେ ରଖିବାବିଷୟରେ ଚିନ୍ତା କରୁଥିଲେ ଦୁଇ ଥର ଭାବିବା ଦରକାର ନାହିଁ, ସାଭଲନ୍ ପାଉଡର ହାଣ୍ଡ୍‌ୱାସ୍ ବ୍ୟବହାର କରନ୍ତୁ । ସାଭଲନ୍‌ର ୯୯.୯% ଜୀବାଣୁ ନାଶକାରୀ ସୁରକ୍ଷା ସହିତ ସାଭଲନ ପାଉଡର ହ୍ୟାଣ୍ଡ୍‌ୱାସ୍ ସ୍ୱଚ୍ଛତାର ଚିନ୍ତା ଦୂର କରିବ ଯାହା ଦେଶର ବହୁ ପ୍ରାନ୍ତରେ ଏବେବି
ସମାଧାନ ହୋଇପାରିନାହିଁ ଓ ଲୋକମାନେ ସାଧା ପାଣିରେ ହାତ ଧୋଇବା ଜାରି ରଖିଛନ୍ତି । ୧୦ ଟଙ୍କା ମୂଲ୍ୟର ଗୋଟିଏ ସାଭଲନ ପାଉଡର ହ୍ୟାଣ୍ଡୱାସ ସାସେକୁ ବ୍ୟବହାର କରି ୨୦୦ ଏମ୍‌ଏଲ୍‌ର ଲିକ୍ୱିଡ୍ ହ୍ୟାଣ୍ଡ୍‌୍‌ୱାସ୍ ପ୍ରସ୍ତୁତ କରିହେବ ଯାହାକୁ ବ୍ୟବହାର କରି ୧୨୦ରୁ ଅଧିକ ଥର ହାତ ଧୋଇହେବ । ଏହା ଦ୍ୱାରା ଦେଶରେ ଉପଲବ୍ଧ ଯେକୌଣସି ହ୍ୟାଣ୍ଡ୍‌ୱାସ୍ ତୁଳନାରେ ପ୍ରତି ଥର ହାତ ଧୋଇବା ଖର୍ଚ ୮ ପଇସାକୁ ହ୍ରାସ ପାଇବ । ପାଣି-ପାଉଡର ଓ ସେକ୍ ଭଳି ତିନିଟି ସହଜ ଉପାୟରେ ଆପଣମାନେ ବ୍ୟବହାର ପାଇଁ ତରଳ ଜୀବାଣୁ ନାଶକାରୀ ହ୍ୟାଣ୍ଡ୍‌ୱାସ୍ ପ୍ରସ୍ତୁତ କରିପାରିବେ । ୨୦୦ ଏମ୍‌ଏଲ୍‌ର ହ୍ୟାଣ୍ଡ୍‌ୱାସ୍ ପମ୍ପ୍ ବୋତଲ ତୁଳନାରେ ପାଉଡର ହ୍ୟାଣ୍ଡ୍‌ୱାସ୍‌ସାସେରେ ପ୍ଲାଷ୍ଟିକ୍ ବ୍ୟବହାର ୯୧ ପ୍ରତିଶତ ହ୍ରାସ ପାଇବ । ଏହା ଦ୍ୱାରା ଲୋକମାନେ ମୂଲ୍ୟକୁ ତୁଳନା ନକରି ସୂଚନା ଭିତିକ ଓ ନିରନ୍ତର ଜୀବନଶୈଳୀକୁ ଗ୍ରହଣ କରିପାରିବେ । ସବୁ କିଛି ମାତ୍ର ୧୦ ଟଙ୍କାରେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *