ସତ୍ୟନଗର ଲେଡ଼ିଜ ଫୋରମ ତରଫରୁ ସତ୍ୟନଗର ପାର୍କ ଠାରେ ୭୭ ତମ ସ୍ୱାଧୀନତା ଦିବସ ପାଳନ l

ସତ୍ୟନଗର ଲେଡ଼ିଜ ଫୋରମ ତରଫରୁ ସତ୍ୟନଗର ପାର୍କ ଠାରେ ୭୭ ତମ ସ୍ୱାଧୀନତା ଦିବସ ପାଳନ l

ଭୁରବନେଶ୍ବ : 16.08.23 BREAKING NEWS ODIA (Report by Bijay kumar panda) ତ୍ୟନଗର ଲେଡ଼ିଜ ଫୋରମ ତରଫରୁ ସତ୍ୟନଗର ପାର୍କ ଠାରେ ୭୭ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କ ସମେତ ବାଲବିହାର ବିଦ୍ୟାଳୟର ପ୍ରାୟ ୨oo ଛୋଟଛୋଟ ପିଲା ଜାତୀୟ ସଙ୍ଗୀତ ଗାନ କରିଥିଲେ l ପିଲାଙ୍କ ମଧ୍ୟରେ ଅନୁଷ୍ଠାନ ତରଫରୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l ନିକଟସ୍ଥ ଭେଣ୍ଡିଙ୍ଗ ଜୋନରେ ପ୍ଲାଷ୍ଟିକ ବ୍ୟବହାର କମେଇବା ପାଇଁ ସଚେତନତା ସୃଷ୍ଟି କରାଯାଇ ପେପର ବ୍ୟାଗ ବଣ୍ଟନ କରାଯାଇଥିଲା l ଅନୁଷ୍ଠାନର ସଦସ୍ୟା ଶୁଭେଦିତା ରାୟ, କାଜଲ ମହାପାତ୍ର, ସରିତା ପଟ୍ଟନାୟକ, ଦୀପ୍ତି ବେହେରା, ଲଷ୍ମୀପ୍ରିୟା ମିଶ୍ର, ରତ୍ନପ୍ରଭା ରାୟ, ଲୁନା ଦାଶ,ଗୋବିନ୍ଦ ପାତ୍ର, ସାଜିଦ ଓ ସତ୍ୟନଗର ଯୋଗ କେନ୍ଦ୍ରର ମହିଳା ମାନେ ମଧ୍ୟ ଯୋଗ ଦେଇଥିଲେ l ଅନୁଷ୍ଠାନର ସମ୍ପାଦିକା ଅନୁରାଧା ଦାଶଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳ ରୂପେ ପରିଚାଳିତ ହୋଇଥିଲା l

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *