ଶ୍ରାବଣ ମାସର ମଳ ଚତୁର୍ଦ୍ଦଶୀ ଥିବାରୁ ବାବା ଆଖଣ୍ଡଳମଣୀଙ୍କର ବିଶେଷ ପୂଜା।

 ଶ୍ରାବଣ ମାସର ମଳ ଚତୁର୍ଦ୍ଦଶୀ ଥିବାରୁ ବାବା ଆଖଣ୍ଡଳମଣୀଙ୍କର ବିଶେଷ ପୂଜା।

ଢେଙ୍କାନାଳ :31.07.23(BREAKING NEWS ODIA) ଭାଗିରଥି ସାଗର କୂଳରେ ଥିବା ବାବା ଆଖଣ୍ଡଳମଣୀ ଙ୍କର ପିଠରେ ଆଜି ଶ୍ରାବଣ ମାସର ମଳ ଚତୁର୍ଦ୍ଦଶୀ ଥିବାରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି ସ୍ନାନ ବେଳପତ୍ର ବିଭିନ୍ନ ଫୁଲହାର ଓ ବିଭିନ୍ନ ଭୋଗ ଲାଗି କରାଯାଇଥିଲା। ମଧ୍ୟାହ୍ନ ରେ ଅନ୍ନ ଧୂପ ସନ୍ଧ୍ୟା ରେ ଆଳତି ବାବା ଆଖଣ୍ଡଳମଣୀଙ୍କ ଘର୍ଷଣୀ ଓ ମହାସ୍ନାନ କରାଯାଇଥିଲା। ବେଳପତ୍ର ଓ ବିଭିନ୍ନ ଫୁଲ ରେ ବାବାଙ୍କୁ ସୁସଜ୍ଜିତ କରାଯାଇଥିଲା। ଚୁଡାଘଶା ଓ ପଣା ଭୋଗ ଲାଗି କରାଯାଇଥିଲା। ଚତୁର୍ଦ୍ଦଶୀ ବେଢ଼ା ପରିକ୍ରମା କରିଥିଲା। ପୂଜକ ତୁଷାର ରଞ୍ଜନ ମିଶ୍ର ଓ ବିଭୁତି ଭୁଷଣ ପଣ୍ଡା ଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇଥିଲା।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *