ରଥଯାତ୍ରା ରୁ ଆଜି ପଯ୍ୟନ୍ତ ରେକି ମିଶନ, ଓଡ଼ିଶା ପକ୍ଷରୁ ଭକ୍ତ ମାନଙ୍କୁ ଜଳଖିଆ ଓ ଖାଦ୍ୟ ବଣ୍ଟନ ସହ, ନରେନ୍ଦ୍ର ପୋଖରୀ ଓ ଆଖପାଖ ଅଞ୍ଚଳ ସଫେଇ

       ରଥଯାତ୍ରା ରୁ ଆଜି ପଯ୍ୟନ୍ତ ରେକି ମିଶନ,ଓଡ଼ିଶା ପକ୍ଷରୁ ଭକ୍ତ ମାନଙ୍କୁ ଜଳଖିଆ ଓ ଖାଦ୍ୟ ବଣ୍ଟନ ସହ

                                  ନରେନ୍ଦ୍ର ପୋଖରୀ ଓ ଆଖପାଖ ଅଞ୍ଚଳ ସଫେଇ

 
ପୁରୀ ତା ୨୮/୬ : ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ରୁ ଆଜି ପଯ୍ୟନ୍ତ ରେକୀ ମିଶନ ଓଡ଼ିଶା ପକ୍ଷରୁ ଭକ୍ତ ମାନଙ୍କ ପାଇଁ ଯୋଗାଇ ଦେଉଛନ୍ତି ଅନନ୍ୟ ସେବା, ସକାଳ ୬ଟା ରୁ ୮ଟା ଶତାଧିକ ସକ୍ତିସେନା ଓ ଗୁରୁସେନା ମାନେ ନରେନ୍ଦ୍ର ପୋଖରୀ ଓ ଏହାର ଆଖପାଖ ଅଞ୍ଚଳ ସଫେଇ କରୁଛନ୍ତି, ପରେ ପରେ ୯ଟା ରୁ ୧୧ଟା ପୁରୀ ଆସିଥିବା ଭକ୍ତ ମାନଙ୍କୁ ହାଲୁଆ ଓ ଚାହା ଯୋଗାଇ ଦିଆଯାଉଛି, ଦିନ ୧୨ ଟା ରୁ ରାତି ୧୦ ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଖେଚୁଡ଼ି, ବୁଟ ଆଳୁ କଖାରୁ ତରକାରୀ ଓ ଖଟା ଯୋଗାଇ ଦିଆଯାଉଛି, ପ୍ରତିଦିନ ସହସ୍ରାଧିକ ଭକ୍ତ ଏହି ରନ୍ଧା ଖାଦ୍ୟକୁ ଖାଇଥାନ୍ତି, ଖାଲି ସେତିକି ନୁହେଁ, ରାତି ୧୨ ଟା ରୁ ଭୋର୍ ୪ଟା ପର୍ଯନ୍ତ୍ ରେକି ମିଶନ ପକ୍ଷରୁ ଗୁରୁଜୀ ଙ୍କ ସହ ଗୁରୁସେନା ମାନେ ଶରଧାବାଲି ରେ ଅହୋରାତ୍ର ଉପସ୍ଥିତ ରହି ଭଜନ କୀର୍ତ୍ତନ କରୁଥିବା ସାଧୁସନ୍ଥ ମାନଙ୍କୁ ଚା – ବିସ୍କୁଟ ବଣ୍ଟନ କରୁଛନ୍ତି,
    ରଥଯାତ୍ରା ରୁ ଆରମ୍ଭ ହୋଇଥିବା ରେକି ମିଶନ ଏହି ମହାନ୍ ଭକ୍ତ ସେବା ଆସନ୍ତା ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଚାଲିବ ବୋଲି ରିକି ମିଶନ ଭକ୍ତ ସେବାର ସଂଯୋଜକ ବାପି ବରାଳ ଓ ଜନସଂପର୍କ ପ୍ରତିନିଧି ଭାରତ ଭୂଷଣ ରାୟ ଙ୍କ ନିକଟରୁ ପ୍ରକାଶ
Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *