ମନୋଜ ପାଣ୍ଡେ ହେଲେ ସେନାବାହିନୀ ମୁଖ୍ୟ

ନୂଆଦିଲ୍ଲୀ,30th April,(Bnews): : ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଭାରତୀୟ ସେନାବାହିନୀର ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ସେନାବାହିନୀ ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେଙ୍କୁ ଆଜି ସାଉଥ୍‍ ବ୍ଲକଠାରେ ସାମରିକ ଅଭିବାଦନ ଦିଆଯାଇଛି । ସେ ସେନାବାହିନୀର ମୁଖ୍ୟ ପଦରୁ ଅବସର ନେଇଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ସେନାବାହିନୀର ୨୯ତମ ମୁଖ୍ୟ ହୋଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *