ବ୍ଲକସ୍ତରୀୟ ବିଗ୍ୟାନ ମେଳା,ବାଲ୍ ବୈଗ୍ୟାନିକ ପ୍ରଦର୍ଶନୀରେ ମଧୁସ୍ମିତା ସାହୁ ଉନ୍ନିତ.

ବ୍ଲକସ୍ତରୀୟ ବିଗ୍ୟାନ ମେଳା,ବାଲ୍ ବୈଗ୍ୟାନିକ ପ୍ରଦର୍ଶନୀରେ ମଧୁସ୍ମିତା ସାହୁ ଉନ୍ନିତ

ନିଆଳୀ ୨୭-୧୧-୨୦୨୫(ବି.ଏନ .ଓ ) :( ବିଶ୍ଵମ୍ବର ସେନାପତି)  ନିଆଳୀ ବ୍ଲକ ପହଙ୍ଗା ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଥିବା ମଣ୍ଡଳ ସ୍ତରୀୟ ବିଗ୍ୟାନ ମେଳା | ବାଲ ବୈଗ୍ୟାନିକ ପ୍ରଦର୍ଶନୀରେ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଅଳତଳଙ୍ଗ ବରିଷଣ କ୍ଲଷ୍ଟର ତରଫରୁ ଅଷ୍ଟମ ଶ୍ରେଣୀର ଛାତ୍ରୀ ମଧୁସ୍ମିତା ସାହୁ ବ୍ଲକ ସ୍ତରରୁ ଜିଲ୍ଲା ସ୍ତରକୁ ଉନ୍ନିତ ହୋଇ ଛନ୍ତି | ଅନୁଷ୍ଠିତ ହୋଇଥିବା ପ୍ରଦର୍ଶନୀରେ ଅତିଥି ଭାବରେ ବିଡିଓ ଧର୍ମରଂଜନ ପଣ୍ଡା,ଯୁବସମାଜସେବୀ ଶଶିକାନ୍ତ ଲେଙ୍କା(ଆଲୋକ), ଏବିଓ ଅନନ୍ତ ନାରାୟଣ ସିଂ,ପହଙ୍ଗା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାବୁଲି ଚରଣ ଜେନା ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ | ଯୁବନେତା ଆଲୋକ ଲେଙ୍କାକ କହିବାନୁଯାୟୀ ଏହି ପ୍ରଦର୍ଶନୀ ଛାତ୍ରଛାତ୍ରୀ ମାନଙ୍କର ଲୁକ୍କାଇତ ପ୍ରତିଭା ର ବିକଶିତରେ ସାହାର୍ଯ୍ୟ କରୁଛି | ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ସହିତ ଉତ୍ତିନ୍ନ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା | ସରକାରୀ ଉଚ୍ଚ ପ୍ରଥମିକ ବିଦ୍ୟାଳୟ ଅଳତଳଙ୍ଗ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ଭୋଇ ,ବିଗ୍ୟାନ ଶିକ୍ଷକ ପ୍ରିୟବ୍ରତ ମହାପାତ୍ର,ଲଳିତ ସାର ଙ୍କ ଅବଦାନ ଅତୁଳନୀୟ | ଏହି ଖୁସି ଖବର ଅଳତଳଙ୍ଗ ସହିତ ଆଖ ପାଖ ଅଂଚଳରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଭବିଷ୍ୟତରେ ଆଗକୁ ବଢିବା ପାଇଁ ଆଲୋକ ଲେଙ୍କା ଭଗବାନଙ୍କ ଆଶ୍ରିବାଦ ଅଛି ବୋଲି କହିଥିବା ବେଳେ ଅଂଚଳ ବାସି ଆଶ୍ରିବାଦ କାମନା କରିଛନ୍ତି |

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *