ବିଜେପି ର ବିୟୁଟି ପାର୍ଲର ପ୍ରଶିକ୍ଷଣ l

ବିଜେପି ର ବିୟୁଟି ପାର୍ଲର ପ୍ରଶିକ୍ଷଣ l

BHUBANESWAR :01.08.23 BREAKING NEWS ODIA (report by bijay kumar panda)କତା ଟ୍ରଷ୍ଟ, ହେଡ ଟରନେର ଓ ବିଜେପି ପ୍ରଶିକ୍ଷଣ ସେଲ ର ମିଳିତ ସହଯୋଗ ରେ ଘରେ ବସି ଥିବା ମହିଳା, ଯୁବତୀ ଙ୍କ ଆର୍ଥିକ ଅଭିଭୂଦ୍ଧି କରି ବା ଲାଗି ସେମାନଙ୍କୁ ବିୟୁଟି ପାର୍ଲର ସ୍ଥାପନ କରିବା, ପ୍ରଶିକ୍ଷଣ ଆରୋହଣ କରି ଚାକିରୀ କରିବା ର ସୁଯୋଗ ପ୍ରଦାନ କରା ଯାଇ ଅଛି l ଏହି କାର୍ଯ୍ୟକ୍ରମ ରେ ପଚାଶ ରୁ ଅଧିକ ମହିଳା ତାଲିମ ପାଇ, ଆତ୍ମ ନିର୍ଭର ଓ ସ୍ୱଳମ୍ବି ହେବା ର ସୁଯୋଗ ଲଭ କରିଛନ୍ତି ବୋଲି ପ୍ରଶିକ୍ଷଣ ସେଲ ର ଅଧକ୍ଷ ଶ୍ରୀ ରବି ମହାରଣା ପ୍ରକାଶ କରିଛନ୍ତି l ଉକ୍ତ କାର୍ଯ୍ୟକ୍ରମ ରେ ଏକତା ଟ୍ରଷ୍ଟ ତରଫରୁ ଅଧ୍ୟକ୍ଷା ଦିପ୍ତୀରେଖା ପଟ୍ଟନାୟକ, ପ୍ରଶିକ୍ଷଣ ପ୍ରଦାନ କରୁଥିବା ସଂସ୍ଥା ର ନିର୍ଦେଶକା ଝୁଣ୍ଟି ହୋତା, ବିଜେପି ପ୍ରଶିକ୍ଷଣ ସେଲ ର ସଦ୍ୟସ ମନେ ଉପସ୍ଥିତ ଥିଲେ l

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *