ପାରାଦ୍ୱୀପ ର ବିଶ୍ଵପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଧୀରେ ଧୀରେ ବୁଡିବାକୁ ବସିଲାଣି |ଏଥିଇଁପା ଦାୟୀ କିଏ?

ପାରାଦ୍ୱୀପ ର ବିଶ୍ଵପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଧୀରେ ଧୀରେ ବୁଡିବାକୁ ବସିଲାଣି |ଏଥିଇଁପା ଦାୟୀ କିଏ?

ପାରାଦ୍ୱୀପ:09.09.23 BREAKING NEWS ODIA (Report  by Diptiranjan dash) ବିଶ୍ୱକର୍ମା ପୂଜା ଆସିଲେ ପାରାଦ୍ୱୀପ ସହ ପ୍ରାୟତଃ ଓଡିଶା ର ସମସ୍ତ ଅଞ୍ଚଳ ଚଳଚଞ୍ଚଳ ହୋଇଉଠେ | କାହିଁ କେତେ ଦୂରରୁ ପୂଜା ସହ ମେeportଲୋଡି, ମିନାବଜାର ଏବଂ ଯାତ୍ରା ପାର୍ଟି ମାନଙ୍କର ରଙ୍ଗୀନ ରଙ୍ଗମଞ୍ଚ ଦେଖିବା ପାଇଁ ଛୁଟି ଆସନ୍ତି ହେଲେ ଧୀରେ ଧୀରେ ଏହା ମଳିନ ପଡି ଯାଉଛି | ପାରାଦ୍ୱୀପ ର ଯେଉଁ ପରମ୍ପରା ଦୀର୍ଘ ଦିନ ହେଲା ଚାଲି ଆସୁଥିଲା ତାହା ଆଜି ବୁଡିବାକୁ ବସିଲାଣି | ପାରାଦ୍ୱୀପ ରେ ଦିନକୁ ଦିନ ଅନେକ ବୃହତ ଶିଳ୍ପସଂସ୍ଥା ମାନ ଗଢିଉଠୁଛି ହେଲେ ଏଠିକାର ପରମ୍ପରା ବୁଡିଯାଉଛି | ଯଦି ସମସ୍ତେ ଟିକେ ଟିକେ ଇଛା ପ୍ରକାଶ କରନ୍ତେ ହୁଏତ ଆମର ଏହି ପରମ୍ପରା ବଜାୟ ରୁହନ୍ତା | ସବୁଠାରୁ ବଡ କଥା ବୋଧ ହୁଏ ଆମର ସ୍ଥାନୀୟ ପ୍ରଶାସନ ଏବଂ ବନ୍ଦର ପ୍ରଶାସନ ଏଥି ପ୍ରତି ନଜର ଦେଉ ନାହାନ୍ତି ନହେଲେ ଏବର୍ଷ ଦେବଶିଳ୍ପୀ ବିଶ୍ୱକର୍ମା ଙ୍କ ମେଢ଼ ହାତ ଗଣତି ଭାବରେ 6/7 ଟି କୁ ଛାଡିଦେଲେ ଅନ୍ୟାନ୍ୟ ସବୁ ମେଢ଼ ବନ୍ଦ ହୋଇନଥାନ୍ତା | 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *