ପଣ୍ଡାପଡ଼ା ଥାନା ଅଧିକାରୀଙ୍କ ନେତୃତ୍ବରେ ଲୌହ ମାନବ ସର୍ଦ୍ଧାର ବଲ୍ଲଭଭାଇ ପଟେଲଙ୍କ ସ୍କୃତିରେ ରାଷ୍ଟ୍ରିୟ ଏକତା ଦିବସ ପାଳିତ
ପଣ୍ଡାପଡ଼ା ଥାନା ଅଧିକାରୀଙ୍କ ନେତୃତ୍ବରେ ଲୌହ ମାନବ ସର୍ଦ୍ଧାର ବଲ୍ଲଭଭାଇ ପଟେଲଙ୍କ ସ୍କୃତିରେ ରାଷ୍ଟ୍ରିୟ ଏକତା ଦିବସ ପାଳିତ
କେନ୍ଦୁଝର ୩୧-୧୦-୨୦୨୫(ବି.ଏନ .ଓ ) : (ବିଷ୍ନୁନନ୍ଦ ବେହେରା )କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପଣ୍ଡାପଡା ଥାନା ଅଧିକାରୀ ଲକ୍ଷ୍ମୀକାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଏହି ରାଷ୍ଟ୍ରର ଅଖଣ୍ଡତା ଏବଂ ସୁରକ୍ଷାକୁ ବଜାଇ ରଖିବା ପାଇଁ ନିଜେ ନିଜକୁ ସମର୍ପିତ କରୁଚି ଯାହାକି ସର୍ଦ୍ଧାର ବଲ ଭାଇ ପଟେଲଙ୍କ ଦୂରଦର୍ଶିତା ତାଙ୍କ କାର୍ଯ୍ୟ ଦ୍ୱାରା ତାହା ସମ୍ଭବ ହୋଇଥିଲା | ମୁଁ ମୋ ଦେଶର ଅଭ୍ୟନ୍ତରୀଣ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ନିଜେ ନିଜକୁ ସମର୍ପଣ କରଚି ଓ ସତ୍ୟ ଓ ନିଷ୍ଠାର ସହକାରେ ସଂକଳ୍ପ ନେଉଛି | ପଣ୍ଡାପଡା ଥାନାର ସମସ୍ତ କର୍ମଚାରି ତଥା ଅମ୍ବିକା ଉଚ୍ଚ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ପଣ୍ଡାପଡା ଥାନାରୁ ବଜାର ଦେଇ ଏହି ସ୍ଲୋଗାନ ସଭା ଯାତ୍ରା ଆରମ୍ଭ କରି ମା ରଙ୍ଗାପାଟ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଏହି ପଦ ଯାତ୍ରା ଆରମ୍ଭ ହୋଇଥିଲା |

