ନିର୍ବାଚନ ଫଳାଫଳକୁ ନେଇ ବିଧାୟକ ପ୍ରାର୍ଥୀଙ୍କ ପରଜଙ୍ଗ ଗସ୍ତ

ନିର୍ବାଚନ ଫଳାଫଳକୁ ନେଇ ବିଧାୟକ ପ୍ରାର୍ଥୀଙ୍କ ପରଜଙ୍ଗ ଗସ୍ତ

NEWS BY NIRMALGADANAYAK(PARJANG)

ପରଜଙ୍ଗ:08.12.23(B.N.O.)ଦେଶର ପ୍ରମୁଖ ରାଜ୍ୟରେ ବିବେପି ଦଳର ଯେଉଁ ସଫଳତା ଏହାକୁ ନେଇ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବିଜେପି ଦଳର ବିଧାୟକ ପ୍ରାଥି ତଥା ସଂଗଠକ ବିଭୂତି ଭୂଷଣ ପ୍ରଧାନ ଉତ୍ସାର ସହ ପରଜଙ୍ଗ ଗସ୍ତ କରିଥିଲେ । ଏବି ଅବସରରେ ପରଜଙ୍ଗ ଗ୍ରାମର ପ୍ରାକ୍ତନ ସଭାପତି ତଥା ଦଳର ବରିଷ୍ଟ ନେତା ହେମନ୍ତ କୁମାର ସାମଲ ,ଯୁବ ନେତା କମଳଲୋଚନ ଦାସ ( ରାଜା), ବିଷ୍ଣୁ ଚରଣ ରାଉତ ,ବିଜୟ ସାମଲ ଓ ଅନ୍ୟ କର୍ମୀ ମାନଙ୍କୁ ସାକ୍ଷାତ କରି ବିଜୟର ବାର୍ତ୍ତା ଉପରେ କାର୍ଯ୍ୟ କରିବା ତଥା ଦୁର୍ଦ୍ଦିନ ସମୟରେ ପ୍ରାକୃତିକ ସମସ୍ୟା ପ୍ରତି ସଜାଗ ରହିବାକୁ ଚାଷୀ ପ୍ରଜା ମାନଙ୍କୁ ଶ୍ରୀ ପ୍ରଧାନ ଆହ୍ଵାନ ଦେଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *