ନିଆଳୀ ବ୍ଲକରେ ଜନଶୁଣାଣୀ ବେଳେ ଅଭିଯୋଗ ଫର୍ମ ଗାଏବ

ନିଆଳୀ ବ୍ଲକରେ ଜନଶୁଣାଣୀ ବେଳେ ଅଭିଯୋଗ ଫର୍ମ ଗାଏବ     

ନିଆଳୀ-କଟକ ଜିଲ୍ଲା ନିଆଳୀ ବ୍ଳକରେ ଜିଲ୍ଲା ପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ଅଭାବନିୟ ଘଟଣା । ବିଭିନ୍ନ ଅଭିଯୋଗ ତଥା ମେଡିକାଲ, ରାସ୍ତା ଘାଟ, ପାଣି,ଭତା,ରାସନ୍ କାର୍ଡ, ସମସ୍ୟା ପ୍ରମୁଖକୁ ନେଇ ସାଧାରଣ ଲୋକ ନିଜ ନିଜର ଅଭିଯୋଗ କରିବା ପାଇଁ ନିଆଳୀ ବ୍ଲକ ଯାଇଥିଲେ ସୁଧା ନିରାଶ ହୋଇ ଫେରିଥିବା ଜଣାପଡିଛି । ଦିନ ୧୦ଟା ରେ ଆରମ୍ଭ ହୋଇଥିବା ଅଭିଯୋଗ ଶୁଣାଣି ୧୨ଟା ୪୭ ସମୟ ବେଳକୁ ଅଭିଯୋଗ କରିବା ପାଇଁ ପହଞ୍ଚିବା ବେଳକୁ ପଞ୍ଜିକରଣ ହେଉଥିବା ସ୍ଥାନରେ କୌଣସି କର୍ମଚାରୀ ନଥିବା ବେଳେ ଚେୟାର ଖାଲି ପଡିଥିଲା , ବ୍ଲକ କର୍ମଚାରୀଙ୍କୁ ପଚାରିବାରୁ ଉକ୍ତ ସମୟରେ ଶୁଣାଣି ସରିଯାଇଛି ବୋଲି କହିଥିଲେ । ବହୁ ଦୁରରୁ ଯାଇଥିବା ଅଭିଯୋଗ କାରି ମାନେ ନିରାଶରେ ଫେରିଆସିବା , ଫର୍ମ ନ ମିଳିବା ନା ଫର୍ମ କୁ ଲୁଚାଇ ଜାଣି ଶୁଣି ନ ଦେବା ନିଆଳୀର ସାଧାରଣ ଲୋକ ମାନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ଆଗକୁ ଜିଲ୍ଲା ପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ ।

ନିଆଳୀରୁ ବିଶ୍ୱମ୍ବର ସେନାପତି

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *