ଥୁଡିବାହାଲ ଗ୍ରାମରେ ବଣୁଆ ଦନ୍ତା ହାତୀ ଆତଙ୍କ।

ଥୁଡିବାହାଲ ଗ୍ରାମରେ ବଣୁଆ ଦନ୍ତା ହାତୀ ଆତଙ୍କ।

ବଲାଙ୍ଗୀର:28.10.23 (B.N.O.)ରିପୋର୍ଟର-ଭୋଜରାଜ ଦଣ୍ଡସେନା:

NEWS BY BHOJARAJ DANDASENA(BELPADA)

ବଲାଙ୍ଗୀର ଜିଲ୍ଲାର ବେଳପଡା ବ୍ଲକ ବାଗଡୋର ଗ୍ରାମ ପଂଚାୟତ ର ଥୁଡିବାହାଲ ଗ୍ରାମ ରେ ଆଜି ରାତିରେ ବଣୁଆ ଦନ୍ତା ହାତୀ ପଶି ଆସିଥିବାର ଦେଖିବାକୁ ମିଳିଛି।ସୂଚନା ଅନୁଯାୟୀ ଆଜି ରାତ୍ର ନଅ ଟା ସମୟରେ ରାମୋଡ଼ ଜଙ୍ଗଲ ଆଡୁ ଉକ୍ତ ଗ୍ରାମକୁ ପସିଆସିଥିଲା।ହାତୀ କୁ ଦେଖି ଅଞ୍ଚଳର ଓ ଗ୍ରାମ ବାସୀ ଭୟଭୀତ ହୋଇଯାଇଛନ୍ତି।କିନ୍ତୁ ହାତୀ କାହାର କିଛି କ୍ଷୟକ୍ଷତି କରିନାହିଁ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *