ଜାତୀୟ କୃମିନାଶକ ଦିବସ ପାଳିତ

ଜାତୀୟ କୃମିନାଶକ ଦିବସ ପାଳିତ

ନିଆଳୀ-11.02.24 B.N.O.(ଦ୍ୱିଜବର ମହାପାତ୍ର )ଦ୍ୱିପାଞ୍ଚଳସ୍ଥିତ ଵଢିଆସାହି- ୨ ଅଙ୍ଗନୱାଡି କେନ୍ଦ୍ରରେ ଜାତୀୟ କୃମିନାଶକ ଦିବସ ପାଳନହୋଇଥିଲା|କୃମି ସଂକ୍ରମଣକୁ ସହଜରେ ନିୟନ୍ତ୍ରଣ କରିବାପାଇଁ ଏହି କାର୍ଯ୍ୟକ୍ରମରେ ଏକ ବର୍ଷରୁ ୫ବର୍ଷ ପିଲାଙ୍କୁ କୃମି ଔଷଧ ଦିଆଯାଇଥିଲା|ଉକ୍ତ ଦିବସରେ କସର୍ଦା ଗ୍ରାମ ପଞ୍ଚାୟତର ସରପଞ୍ଚ ଯୁବନେତା ଶ୍ରୀଯୁକ୍ତ ସୁରେଶ ପଟ୍ଟନାୟକ ବିଭିନ୍ନ କେନ୍ଦ୍ର ପରିଦର୍ଶନ କରି ଉପସ୍ଥିତ ଥିବା ଅଧିକାରୀ ତଥା ବିଭାଗୀୟ କର୍ମୀମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ|

Report-ଦ୍ୱିଜବର ମହାପାତ୍ର

ବଢିଆସାହି-୨ କେନ୍ଦ୍ରର କାର୍ଯ୍ଯକ୍ରମରେ ଏ.ଏନ,ଏମ. ସସ୍ମିତା ଖିଲାର,ଅଙ୍ଗନୱାଡି କର୍ମି ଅନିତା ମହାପାତ୍ର,ଆଶା କର୍ମି ସ୍ୱର୍ଣ୍ଣଲତା ମହାରଣା ,ଅଙ୍ଗନୱାଡି ସହାୟିକା ଆଶାଲତା ମହାପାତ୍ର,ଜି.ପି.ଏଲ. ଏଫ ସଭାପତି ପ୍ରଭାତି ବେହେରା,ୱାର୍ଡ ସଭ୍ୟା ସସ୍ମିତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ|

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *