ଜାଗୁଳେଇପାଟଣା ଛକ ନିକଟରେ ସଡ଼କ ଦୁର୍ଘଟଣା

ଖୋର୍ଦ୍ଧା,20th April, Bnews : 57ନଂ ଜାତୀୟ ରାଜପଥ ଜାଗୁଳେଇପାଟଣା ଛକ ନିକଟରେ ସଡ଼କ ଦୁର୍ଘଟଣା । ବାଇକିକୁ ପିଟିଲା ଦୁର୍ତ୍ତିଗତିରେ ଆସୁଥିବା ବୋଲେରୋ ଗାଡି । ଘଟଣାରେ ସ୍ଥଳରେ ବାଇକି ଅରୋହି ମୃତ । ମୃତ ଜଣକ ହେଲେ ଜାଗୁଳେଇପାଟଣା ଗ୍ରାମର ଯୋଗୀନାଥ ପାଲଟାସିଂ । ଘଟଣା ସ୍ଥଳରେ ପରିବାରକୁ ଖେତି ପୁରଣ ଦେବାପାଇଁ ଗ୍ରାମବାସୀ 57ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *